ମନୋରଞ୍ଜନ

  ପତ୍ନୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ ସାହିଦ କପୁର

(ମୁମ୍ବାଇ) : ଅଭିନେତା ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ବଲିଉଡର  ଚର୍ଚ୍ଚିତ ଦମ୍ପତି। ସେ ନିୟମିତ ଭାବେ ସୋସିଆଲ୍‌ ମିଡିଆରେ କିଛି ନା କିଛି ପୋଷ୍ଟ୍‌ କରି ଚାଲିଥାନ୍ତି। ଜୁଲାଇ ୭ ତାରିଖ ଅର୍ଥାତ ଆଜି ହେଉଛି ମୀରା ରାଜପୁତ ଏବଂ ସାହିଦ କପୁରଙ୍କ ଅଷ୍ଟମ ବିବାହ ବାର୍ଷିକୀ। ଏହି ଅବସରରେ ଉଭୟ ଛୁଟି କାଟିବାକୁ ବାହାରକୁ ଯାଇଥିବା ବେଳେ ସେମାନଙ୍କ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି।

ସୂଚନାନୁଯାୟୀ , ଶୁକ୍ରବାର ସାହିଦ କପୁର ଇନଷ୍ଟାଗ୍ରାମରେ ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଛନ୍ତି  ସେ ଦୁହେଁ ଗ୍ରୀସରେ ରହି କ୍ୟାମେରା ପୋଜ୍ ଦେଇଛନ୍ତି। ସାହିଦ ଓ ମୀରା ମ୍ୟାଚି ପୋଷାକ ପିନ୍ଧିଥିବା ‌ବେଳେ ଅଭିନେତା ତାଙ୍କ କ୍ୟାପ୍‌ସନ୍‌ରେ  ‘ଏ ସ୍କାଏ ଫୁଲ୍ ଅଫ୍‌ ଷ୍ଟାର୍ସ, ଆଇ ଗେଭ୍‌ ୟୁ ମାଇଁ ହାର୍ଟ’ ଗୀତ ଲେଖିଛନ୍ତି।’ ହେଲେ ଏଥିରେ ସେ ନିଜର ଟ୍ବିଷ୍ଟ୍‌ ବି ଦେଇଛନ୍ତି।

Related posts

‘ବିଗ୍‌ବସ୍‌-୧୭’କୁ ହୋଷ୍ଟ୍‌ କରିବେ ୩ଭାଇ

mahabharatanews

୨୧ରେ ଓଟିଟି ପ୍ଲାଟଫର୍ମରେ  ଫିଲ୍ମ ‘ଲିଓ’

mahabharatanews

ରାମଲାଲାଙ୍କ ପାଇଁ ୧୧ କିଲୋର ସୁନା ମୁକୁଟ ଦାନ କରିବ ମହାଠକ

mahabharatanews