ମନୋରଞ୍ଜନ

ଶାହରୁଖ୍‌ ଖାନ୍‌ଙ୍କ ଚଳଚ୍ଚିତ୍ର ‘ଯବାନ’ ଆୟ କରିବ ୮୦୦କୋଟି !

 (ମୁମ୍ବାଇ) : ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ ବକ୍ସ ଅଫିସ୍‌କରେ କମାଲ୍‌ କରିବା ପରେ କିଙ୍ଗ୍‌ଖାନ୍‌ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯବାନ’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଶାହରୁଖଙ୍କ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ଚାହିଦା ଏବେଠାରୁ ଦେଖିବାକୁ ମିଳିଲାଣି।

ସୂଚନାନୁଯାୟୀ, ଫିଲ୍ମ ରିଲିଜ୍‌ ପୂର୍ବରୁ ଅଭିନେତ‌ା ତଥା ସିନେ ସମୀକ୍ଷକ କେଆର୍‌କେ ଶାହରୁଖ୍‌ଙ୍କ ‘ଯବାନ’କୁ ନେଇ ପୂର୍ବାନୁମାନ କରିଛନ୍ତି। ସେ ଆହୁରି ଏକ ଟ୍ବିଟ୍‌ କରି କହିଛନ୍ତି ଶାହରୁଖ୍‌ଙ୍କ ଏହି ଆଗାମୀ ଫିଲ୍ମଟି ଭାରତରେ କେବଳ ୬୦୦ ଓ ବାହାରେ ୮୦୦ କୋଟି ଟଙ୍କାର ବେପାର କରିବ। ଏହା ମନ‌ୋରଞ୍ଜନରେ ଭର୍‌ପୂର୍‌ ବୋଲି କେଆର୍‌କେ ସୂଚନା ଦେଇଛନ୍ତି।

 

 

Related posts

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଓଏମଜି ୨’ର ଟ୍ରେଲର

mahabharatanews

ଧାରାବାହିକ ଅଭିନେତ୍ରୀ ଅପର୍ଣ୍ଣା ପି. ନାୟର୍‌ଙ୍କ ମୃତ ଦେହ ଉଦ୍ଧାର 

mahabharatanews

ମିସ୍‌ ୱାର୍ଲ୍ଡ ମୁକୁଟ ହାତେଇଲେ କ୍ରିଷ୍ଟିନା ପାଇସ୍କୋଭା 

mahabharatanews