ମନୋରଞ୍ଜନ

 ପରଲୋକରେ ‘ବୀରବଲ’ ସତୀନ୍ଦର୍‌ କୁମାର ଖୋସ୍‌ଲା

(ମୁମ୍ବାଇ) : ପରଲୋକରେ ‘ବୀରବଲ’ ନାମରେ ସୁପରିଚିତ ବର୍ଷୀୟାନ୍‌ ଅଭିନେତା ସତୀନ୍ଦର୍‌ କୁମାର ଖୋସ୍‌ଲା। ତାଙ୍କର  ହୃଦ୍‌ଘାତ ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ବେଳେ ଦେହାନ୍ତ ହୋଇଯାଇଥିବା କଥା ସୂଚନା ମିଳିଛି । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସୂଚନାନୁଯାୟୀ , ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ ନିମନ୍ତେ ସତୀନ୍ଦର ପ୍ରସିଦ୍ଧି ଲାଭ କରିଥିଲେ। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ‘ସୋଲେ’ ସିନେମାରେ  ଅଭିନୟ କରିଥିବା କଏଦୀ ଚରିତ୍ର ପାଇଁ ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ। ତାଙ୍କର  ହୃଦ୍‌ଘାତ ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ବେଳେ ଦେହାନ୍ତ ହୋଇଯାଇଥିବା କଥା ସୂଚନା ମିଳିଛି ।

Related posts

‘ଭୁଲ୍‌ ଭୁଲେୟାଁ ୩’ରେ ନଜର ଆସିବେ ତୃପ୍ତି

mahabharatanews

ଧାରାବାହିକ ‘କୋହରା’ରେ ନଜର ଆସିବେ ବ୍ରିଟିସ୍ ଅଭିନେତ୍ରୀ ରାଚେଲ୍ ସେଲି

mahabharatanews

ଖୁବଶୀଘ୍ର ଆସୁଛି ‘ଶ୍ରୀମଦ୍ ରାମାୟଣ’

mahabharatanews