ଓଡିଶା

ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

(ପୁରୀ) : ଆଜି ସୂର୍ଯ୍ୟୋଦୟ ସହ ଶ୍ରୀକ୍ଷେତ୍ର ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ।। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଲୋକାର୍ପିତ ହେବ ଭବ୍ୟ ଓ ଦିବ୍ୟର ଏହି ପ୍ରଦକ୍ଷିଣ ମାର୍ଗ।

ସୂଚନାନୁଯାୟୀ , ଦେଶବିଦେଶରୁ ନିମନ୍ତ୍ରିତ ସାଧୁସନ୍ଥ ଓ ୮୫୦ଜଣ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ଉଦ୍‌ବୋଧନ ଦେବେ। ଏଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ନେତୃତ୍ବରେ ୮୦ ପ୍ଲାଟୁନ୍‌ ଫୋର୍ସ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ହାତକୁ ନେଇଛନ୍ତି। ଯାହା ଭକ୍ତଙ୍କ ଚିନ୍ତନରେ ଭରିଦେବ ଆଧ୍ୟାତ୍ମିକତା।

Related posts

ଆଜିଠୁ ବଜେଟ୍ ଅଧିବେଶନ, ସରକାରଙ୍କୁ ଟାର୍ଗେଟ କରିବାକୁ ବିଜେଡି ପ୍ରସ୍ତୁତ

mahabharatanews

କେଶରୀ ମଲରେ ଅଗ୍ନିକାଣ୍ଡ

mahabharatanews

ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର 

mahabharatanews