Uncategorized

ରିଲ ରୁ ରିଅଲ ହିରୋ ହୋଇଥିବା ସୋନୁସୁଦ ଏବେ କରୋନା ପଜେଟିଭ

(ରିପୋଟର୍ସ ଟୁଡେ) : ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ହେବାର ଲାଗିଛି । ତେବେ ଏହାକୁ ନେଇ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଥିଲେ ।ି ଲକଡାଉନ ସମୟରେ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ , ଅନେକଙ୍କୁ ରୋଜଗାର ଦେବା ସହ ଆବଶ୍ୟକତା ମଧ୍ୟ ପୁରଣ କରିଥିଲେ ରିିଅଲ ହିରୋ ସୋନୁ ସୁଦ । କିନ୍ତୁ ସେ ଏବେ କରୋନା ପଜେଟିଭ ଚିହ୍ନ ହୋଇଥିବା ନେଇ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।ଏହି ଖବର ପରେ ତାଙ୍କର କୋଟିକୋଟି ପ୍ରଶଂସକ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Related posts

କୁକୁଡାରୁ ସୃଷ୍ଟି ହୋଇପାରେ ଆଉ ଏକ ଅଧିକ କ୍ଷତିକାରଣ ଭୂତାଣୁ: ଆମେରିକା ବିଶେଷଜ୍ଞ

mahabharatanews

ସି-୧୩୦ ବିମାନ ଦୁର୍ଘଟଣା: ୩ ପାଇଲଟଙ୍କ ମୃତ୍ୟୁ

mahabharatanews

ଜୟାଙ୍କ ଜୟନ୍ତୀରେ ନବଜାତକଙ୍କୁ ସୁନା ମୁଦି ବଣ୍ଟନ

mahabharatanews