ଓଡିଶା

ଅସଦାଚରଣ ମାମଲା; ସୌରୀନ ଓ ସମ୍ପୃକ୍ତ ଯୁବତୀ ଦୁଇ ବନ୍ଧୁ 

 (କଟକ) : କଟକ ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଜନୈକ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ  ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ଥାନାରେ ହାଜର ହେବା ପୂର୍ବରୁ ସୌରିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅଭିଯୋଗକାରିଣୀଙ୍କୁ ଚିହ୍ନି ନାହିଁ।

ସୂଚନାନୁଯାୟୀ , ସୌରିନଙ୍କ ଓକିଲ ଓ ତଦନ୍ତକାରୀ ଏସିପି କହିଛନ୍ତି, ସୌରୀନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ଦେବା ନେବା ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି। ସୌରିନଙ୍କ ୧୬୧ଧାରାରେ ବୟାନ ରେକର୍ଡ ପରେ ଆଜି ତାଙ୍କର ଡ଼ାକ୍ତରୀ ମାଇନା ହୋଇଛି ବୋଲି କହିଛନ୍ତି ଏସିପି।

Related posts

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ୨ଶହ ତଳକୁ ରହିଛି ; ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଭାଇଙ୍କର ଦେହାନ୍ତ…

mahabharatanews