ଓଡିଶା

 ୧ହଜାର ଷ୍ଟିଲ ପାତ୍ରରେ ଗଣପତିବାବା

(ପୁରୀ) : ଦିନକ ପରେ ଶ୍ରୀଗଣେଶ ପୂଜା। ଏହି ଉପଲକ୍ଷେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ଶ୍ରୀଗଣେଶଙ୍କ ଚିତାକର୍ଷକ ନିଆରା ବାଲୁକାକଳା ତିଆରି କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ୫ ଫୁଟର ଏହି ବାଲୁକା କଳାରେ ୧ହଜାର ଷ୍ଟିଲ ପାତ୍ର ବ୍ୟବହାର ହୋଇଥିବାବେଳେ ଏଥିରେ ସେ ବିଶ୍ବଶାନ୍ତିର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ପାଇଁ ସେ ୬ ଟନ୍‌ ବାଲି ସହ ଷ୍ଟିଲ୍‌ ଗିନା, ଗ୍ଲାସ, ପ୍ଲେଟ୍ ଆଦି ବ୍ୟବହାର କରିଛନ୍ତି।

ସୂଚନାନୁଯାୟୀ , ମୁଖ୍ୟତଃ ମହାରାଷ୍ଟ୍ରରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଏ । ସେହିପରି ଦେଶର ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ବଡ଼ ଉତ୍ସାହ ସହ ଗଣେଶ ପୂଜା ପାଳନ କରାଯାଏ । ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ତ୍ରେତୟା

 

 

Related posts

କଟକ ଓ କେନ୍ଦ୍ରାପଡାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ

mahabharatanews

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

mahabharatanews

ଆଜି ଆସିବ ରାଜ୍ୟ ବଜେଟ୍, ନୂଆ ଘୋଷଣା ଉପରେ ନଜର..

mahabharatanews