ଲେଖିଛନ୍ତି ପ୍ରକୃତ ମହାନତା କୌଣସି ପଦବୀକୁ ଅନ୍ତିମ ସମୟ ଯାଏଁ ଧରି ରଖିବାରେ ନାହିଁ, ବରଂ ତ୍ୟାଗ ଓ ମାର୍ଗଦର୍ଶନ ଦେଇ ସମ୍ମାନର ସହ ବିଦାୟ ନେବାରେ ଥାଏ । ଯେଉଁମାନେ ନିଜଠୁ ଆରମ୍ଭ ଓ ଶେଷ ବୋଲି ଧରିନେଇଥାନ୍ତି, ସେମାନଙ୍କ ପ୍ରତି ଲୋକଙ୍କ ମନରେ ସମ୍ମାନ ଅପେକ୍ଷା କ୍ଷୋଭ ଓ ବିରକ୍ତି ହିଁ ଅଧିକ ରହିଥାଏ । ଏପରି ବ୍ୟକ୍ତିମାନେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସମାଜ ସେମାନଙ୍କୁ ଶେଷରେ ଜଣେ ସ୍ୱାର୍ଥପର କ୍ଷମତାଲୋଭୀ ଭାବେ ମନେରଖେ, କାରଣ ସେମାନେ ଜନସେବା ଅପେକ୍ଷା କ୍ଷମତା ଅର୍ଜନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି
previous post
