ଓଡିଶା

୨୦୨୫-୨୬ ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୯ ପ୍ରତିଶତ ରହିବା ନେଇ ଆକଳନ

୨୦୨୫-୨୬ ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୯ ପ୍ରତିଶତ ରହିବା ନେଇ ଆକଳନ । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କା ରେ ପହଁଚିଛି । ଜାତୀୟ ସ୍ତରଠୁ ବଢିଛି ରାଜ୍ୟର ମୁଣ୍ଡ ପିଛା ଆୟ ।ସର୍ବଭାରତୀୟ ସ୍ତରରେ ଏହି ସମୟ ରେ ମୁଣ୍ଡ ପିଛା ଆୟ ୬.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୯.୨ ପ୍ରତିଶତ ରହିଛି ।

ଅନ୍ୟପଟେ, ରାଜ୍ୟରେ ବଢିଲା ଅଣ୍ଡା ଉତ୍ପାଦନ । ୨୦୨୦-୨୧ ପରଠାରୁ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ।  ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟର ଅଣ୍ଡା ଉତ୍ପାଦନ ୨୪ କୋଟି ଅଣ୍ଡାରୁ ୪୦୬ କୋଟି ଅଣ୍ଡାକୁ ବୃଦ୍ଧି ପାଇଛି  । ଏହି ସମୟ ମଧ୍ୟରେ ଜାତୀୟ ସ୍ତରରେ ପଞ୍ଜୀକୃତ ହୋଇଥିବା ଅଭିବୃଦ୍ଧି ହାରର ଏହା ଦୁଇଗୁଣରୁ ଅଧିକ  ।

Related posts

୨ ବାଇକ ମୁହାଁମୁହିଁ ଧକ୍କା

mahabharatanews

ବିଜିଗୋଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରିଡା ଉତ୍ସବ

mahabharatanews

କମୁଛି ତାପମାତ୍ରା ବଢୁଛି ଶୀତ

mahabharatanews