ଓଡିଶା

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ

(ପୁରୀ) : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି । ରତ୍ନଭଣ୍ଡାରୁ ଖୋଲିବାକୁ ସରକାରଙ୍କୁ କମିଟି ନିବେଦନ କରୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ ।

ସୂଚନାନୁଯାୟୀ ,  ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ପରିଚାଳନା କମିଟି କହୁ । ପରିଚାଳନା କମିଟିର ଏଜେଣ୍ଡା ଭାବେ ଏହା କାହିଁକି ଆଲୋଚନା ହେଉନି ।  ସୁରକ୍ଷା ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ କମିଟିରେ ଆଲୋଚନା ହେଉ ବୋଲି ଚିଠିରେ ଲେଖିଛନ୍ତି ସୁଦର୍ଶନ ପଟ୍ଟନାୟକ ।  ଏହା ବ୍ୟତୀତୀ ଭକ୍ତମାନଙ୍କ ପାଇଁ ସବୁ ଦ୍ୱାର ଶ୍ରୀଘ୍ର ଖୋଲିବାକୁ ମଧ୍ୟ ନିବେଦନ କଲେ । ସ୍ଥାନୀୟ ଲୋକଙ୍କକ ପାଇଁ ଅତି କମ୍‌ରେ ଗୋଟିଏ ଦ୍ୱାର ଖୋଳିବା ଦରକାର ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

 

Related posts

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

mahabharatanews

ରାଜ୍ୟରେ ୪୯୪ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ, ୭୪.୮୭ କୋଟି ଟଙ୍କାର କାର୍ଯ୍ୟକ୍ରମ

mahabharatanews

ପାଣିରେ ବୁଡି ନାବାଳକ ମୃତ

mahabharatanews