ଓଡିଶା

 ସନ ହସ୍ପିଟାଲ ବନ୍ଦ

କଟକ: କଟକ ତୁଲସିପୁରସ୍ଥିତ ସନ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଛି । ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରରି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ଦୁଇ ତାରିଖରେ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ ହସ୍ପିଟାଲର ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ନେଇ ଯାଞ୍ଚରୁ ଜଣାପଡିଥିଲା ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା ତଥା ହସ୍ପିଟାଲ ମଧ୍ୟ ବେଆଇନ ଭାବେ ଚାଲିଥିଲା ।

Related posts

ସରିଲା ଆଲୋଚନା , ହେବନାହିଁ ବସ ଧର୍ମଘଟ 

mahabharatanews

ଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ନିଆଁ ଲାଗି ଗାଈ ବାଛୁରୀ ଅ।ହାତ

mahabharatanews