ଓଡିଶା

ନିଆଁ ଲାଗି ଗାଈ ବାଛୁରୀ ଅ।ହାତ

(ମହାଭାରତ/ଗୋପ:) ନିଆଁ ଲାଗି ଗାଈ ବାଛୁରୀ ଆହତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଇଖଣ୍ଡି ପଞ୍ଚାୟତର ସୁଆଁଲ ଗ୍ରାମରେ ।

ସୁଆଁଲ ଗ୍ରାମର ହାଡ଼ୁ ବନ୍ଧୁ ସ୍ୱାଇଁ ତାଙ୍କ ଗୁହାଳେ ଶୀତ ଓ ଡାଆଁଶ ପାଇଁ ଗୁହାଳେ ଧୂଆଁ ଦେଇଥିଲେ । ଏଥିରୁ ଗୁହାଳ ଘରେ ନିଆଁ ଲାଗିଯାଇଥିଲା । ନିଆଁରେ ଗୋଟିଏ ଗାଈ, ଓ ଗୋଟିଏ ବାଛୁରି ଅ ।ହତ ହୋଇଛନ୍ତି । ଖବର ପାଇ ସାକ୍ଷୀଗୋପାଳ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ବିଶ୍ୱରଂଜନ ବେହେରାଙ୍କ ତତ୍ୱାବଧାନରେ ଗବକୁଣ୍ଡ ପାଣି ଚିକିତ୍ସା ମୁଖ୍ୟ ସୈମିତ୍ର କୁମାର ସେନାପତି ଘଟଣାସ୍ଥଳରେ ପହଂଚି ଆହାତ ହୋଇଥିବା ଗାଈ ଓ ବାଛୁରୀ କୁ ଚିକିତ୍ସା କରିଥିଲେ ।

Related posts

ହାତୀ ଆକ୍ରମଣରେ ବୃଦ୍ଧା ମୃତ

mahabharatanews

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ; ପରେ ପୋଲ ଉପରୁ ଠେଲି ଦେଇଥିଲେ

mahabharatanews

ବନ୍ୟା ଯୋଗୁଁ ଗ୍ୟାରେଜରେ କଲେ ରାତ୍ରିଯାପନ କଲେ ୧୪ ଛାତ୍ରଛାତ୍ରୀ

mahabharatanews