Uncategorized

ଦିଲ୍ଲୀ ହିଂସା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ୨୬ ଜାନୁଆରୀ କୃଷକଙ୍କ ଦ୍ୱାରା ଲାଲକିଲ୍ଳାରେ ଘଟିଥିବା ହିଂସା ମାମଲାରେ ଆଉ ଜଣକୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଇକବାଲ ସିଂହ ନାମକ ଅଭିଯୁକ୍ତକୁ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଇକବାଲ ସିଂହକୁ ଧରାଇ ଦେବାକୁ ପୁଲିସ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ମଙ୍ଗଳବାର ଦିନ ପୁଲିସ ଦୀପ ସିଦ୍ଧୁଙ୍କୁ ମଧ୍ୟ ଗିରଫ କରିଛି, ଯାଏ ଲାଲ କିଲ୍ଲାରେ ଖାଲିସ୍ଥାନ ପତାକା ଉଡାଇଥିଲେ । ଦୀପଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

Related posts

ସୀରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓଙ୍କୁ ସମନ

mahabharatanews

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓସ୍ତ

mahabharatanews

ବୁଦ୍ଧଙ୍କ ଆଦର୍ଶରେ ରହିଛି ସାମ୍ପ୍ରତିକ ଚ୍ୟାଲେଞ୍ଜକୁ ପ୍ରତିହତ କରିବାର ବାଟ: ମୋଦି

mahabharatanews