ମନୋରଞ୍ଜନ

ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ

(ମୁମ୍ବାଇ) : ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ  ବିବାହକୁ ନେଇ   ଦେଓଲ ବହୁତ ଖୁସି ଅଛନ୍ତି। କରଣ ଖୁବ୍ ଶୀଘ୍ର ତାଙ୍କର ଦୀର୍ଘ ସମୟର ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ମାସ ପୂର୍ବେ କରଣ ଏବଂ ଦ୍ରିଶାଙ୍କ ଗୁପ୍ତରେ ନିର୍ବନ୍ଧ ହୋଇଯାଇଛି।

ସୂଚନାନୁଯାୟୀ ,ଭିଡିଓରେ ଏହି ଯୋଡି କାଜୁଆଲ୍ ଲୁକ୍‌ରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ କାର୍‌ରୁ ଓହ୍ଲାଉଥିବାର ନଜର ଆସନ୍ତି  ଦୁହେଁ ବାହାରକୁ ଆସିବା ମାତ୍ରେ ପାପାରାଜି କରଣ ଏବଂ ଦ୍ରିଶାଙ୍କୁ ସ୍ୱାଗତ କରୁଛନ୍ତି। ଏହାପରେ ସେମାନେ ମଧ୍ୟ ପାପାରାଜିଙ୍କ ପାଇଁ ଜୋରଦାର ପୋଜ୍ ଦେଉଥିବା ଦେଖାଯାଏ।

Related posts

ପରଲୋକରେ ସାଉଥ ସୁପରଷ୍ଟାର ନିତ୍ୟା ମେନନ ଆଈ

mahabharatanews

ଏହି କାରଣରୁ ଦୁଃଖୀ ଅଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

mahabharatanews

ରିଲିଜ ହେଲା ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର’ର ଟ୍ରେଲର

mahabharatanews