ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତ ଅମର ହେ ‘

(ମୁମ୍ବାଇ) : ଆଜିର ଦିନରେ ଆମକୁ ଛାଡି ଚାଲିଯାଇଛନ୍ତି ସୁଶାନ୍ତ ସିଂ ରାଜପୁତ। ଆଜି ତାଙ୍କର ତୃତୀୟ ମୃତ୍ୟୁ ବାର୍ଷିକୀ। ଏଥିନିମନ୍ତେ ଭଉଣୀ ଶ୍ୱେତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇଙ୍କ ପାଇଁ ଏକ ଭାବପ୍ରବଣ ପୋ‌ଷ୍ଟ୍‌ ସେୟାର୍‌ କରିଛନ୍ତି।

NEW DELHI, INDIA – SEPTEMBER 26: Bollywood actor Sushant Singh Rajput poses during an exclusive interview with HT City-Hindustan Times at Hotel Le Meridien, on September 26, 2016 in New Delhi, India. (Photo by Raajessh Kashyap/Hindustan Times via Getty Images)

ସେ ତାଙ୍କ ପୋଷ୍ଟ୍‌ରେ ସୁଶାନ୍ତଙ୍କ ପାଇଁ ନିଜର ଭଲପାଇବା ଢାଳି ଦେଇଥିବା ବେଳେ ଅଭିନେତାଙ୍କ ହାତଲେଖା କିଛି ପୁସ୍ତକର ଫଟୋ ବି ଦେଇଛନ୍ତି। ଏହି ଫଟୋଗୁଡ଼ିକ ଦେବା ସହ ସୁଶାନ୍ତ ସିଂହ ରାଜପୁତଙ୍କୁ ଜ୍ଞାନ ବିଷୟରେ ଲେଖି ତାଙ୍କର ପ୍ରଶଂସା କରିଛନ୍ତି। ଶ୍ବେତାଙ୍କର ଏହି ପୋଷ୍ଟ୍‌ରେ ଅନେକ ସୋସିଆଲ୍‌ ମଡିଆ ବ୍ୟବହାରକାରୀ ଅଭିନେତାଙ୍କୁ ନ୍ୟାୟ ମିିଳିବାକୁ ଦାବି କରିଛନ୍ତି।

ସୂଚନାନୁଯାୟୀ ,୨୦୨୦ ମସିହା ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ପରଲୋକ ହୋଇଥିଲା। କେହି କେହି ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କେହି କେହି ହତ୍ୟା ବୋଲି ଦାବି କରିଥିଲେ।

Related posts

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ଟିଜର

mahabharatanews

୧୫୦ଟଙ୍କାରେ ଫିଲ୍ମ ‘ଆଦିପୁରୁଷ’ ଦେଖନ୍ତୁ; କ୍ରିତି

mahabharatanews

ସଲମାନଙ୍କ ଘର ଆଗରେ ଗୁଳିକାଣ୍ଡ; ଜୋରଦାର ଚାଲିଛି ତଦନ୍ତ 

mahabharatanews

Leave a Comment