ମନୋରଞ୍ଜନ

ମଥାରେ ସିନ୍ଦୁର ପିନ୍ଧି ଖେଳିଲେ ତାପସୀ 

(ମୁମ୍ବାଇ) : ହୋଲିରେ ମଥାରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଲେ  ତାପସୀ ପନ୍ନୁ । ଯାହାକୁ ନେଇ ପୂର୍ବରୁ ସୋମବାର ଦିନ ତାପସୀ ପନ୍ନୁ ଏବଂ ତାଙ୍କର ଦୀର୍ଘ ଦିନର ପ୍ରେମିକ ମେଥିଆସ୍ ବୋଙ୍କ ଉଦୟପୁରରେ ବିବାହ ଖବର ବିଷୟରେ ଚର୍ଚା ହୋଇଯାଇଛି ।

ସୂଚନାନୁଯାୟୀ , ଫଟୋରେ ତାପସୀଙ୍କ ମଥାରେ ସିନ୍ଦୂର ଲାଗିଥିବାର ଦେଖିବାକୁ ମିଳିଛି। ଯାହା ସେ ଦୁହିଁଙ୍କ ବିବାହ ଖବରକୁ ଆହୁରି ନିଶ୍ଚିତ କରିଛି। ତାପସୀ ପନ୍ନୁଙ୍କ ସହ ଦେଖାଯାଇଥିବା ଅଭିଲାଶ ଥାପଲିୟାଲ ମାର୍ଚ୍ଚ ୨୫ରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହୋଲିର ଏକ ଚିତ୍ର ସେୟାର କରିଥିଲେ। ବିବାହ ପ୍ରସଙ୍ଗରେ ତାପସୀ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିଲେ। କିିଛି ଦିନ ତଳେ ଖବଳ ମିଳିଥିଲା ଯେ ତାପସୀ ପନ୍ନୁ ୧୦ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ଲୁଚିଲୁଚି ବିବାହ କରିଛନ୍ତି।

Related posts

ସନ୍ନି ଦେୱଲ କିଣିଲେ ୨.୦୫ କୋଟି ଟଙ୍କାର ନୂଆ କାର

mahabharatanews

‘ବିଗବସ୍‌ ୧୬’ରେ ନଜର ଆସିବେ ଅଭନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା !

mahabharatanews

ଓଟିଟିରେ ଫିଲ୍ମ ‘ଗୁଣ୍ଟୁର କାରମ’

mahabharatanews