ମନୋରଞ୍ଜନ

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

(ମୁମ୍ବାଇ) :  କମିଡ଼ିଆନ ଦିଲୀପ ଜୋସି। ବିନା ବ୍ୟାୟାମରେ ‘ତାରକ ମେହତା କା ଓଲଟା ଚଷମା’ର ଅଭିନେତା ୧୬ କେଜି ଓଜନ ହ୍ରାସ କରିଥିଲେ। ଏହି ଅଭି‌ନେତାଙ୍କ ନାମ ଦିଲୀପ ଜୋସି।

ସୂଚନାନୁଯାୟୀ ,ଦିଲୀପ କହିଛନ୍ତି, ‘ଚରିତ୍ର ସହିତ ଖାପଖାଇବା ପାଇଁ ମୁଁ ଦେଢ଼ମାସ ମଧ୍ୟରେ ୧୬କେଜି ଓଜନ ହ୍ରାସ କରିଥିଲି। ମୁଁ ମରିନ ଡ୍ରାଇଭର ସୁଇମିଂ କ୍ଲବର ଲାଇଫଟାଇମ ସଦସ୍ୟ ରହିଛି। ତେଣୁ ପ୍ରତିଦିନ ଅଫିସରୁ ଫେରିବା ପରେ ସ୍କୁଟର ରଖି ପୋଷାକ ବଦଳାଇ ଥାଏ। ଏହାପରେ  ୪୫ ମିନିଟ ପର୍ଯ୍ୟନ୍ତ ମରିନ ଡ୍ରାଇଭ ଷ୍ଟ୍ରେଚରେ ବୁଲିଥାଏ। ଦେଢ଼ମାସ ଭିତରେ ୧୬ କେଜି ଓଜନ ହ୍ରାସ ହେବା ଦେଖି ମୁଁ ଖୁସି ହୋଇଯାଇଥିଲି। ତେଣୁ ଜଗିଂ କରିବା ବି ଆରମ୍ଭ କରିଥିଲି।’

Related posts

୫୬ ବର୍ଷରେ ପାଦ ଥାପିଲେ ଖିଲାଡି ବୟ, ଦର୍ଶକଙ୍କୁ ବଡ ଉପହାର

mahabharatanews

ଦିଶା ଓ ରାହୁଲଙ୍କ ଘରେ ନୂଆ ଅତିଥି

mahabharatanews

ବୋହୁ ହେବେ ପରିଣୀତି, ଜୟପୁର ଅଭିମୁଖେ ପରିବାର ବର୍ଗ

mahabharatanews