ଓଡିଶାବିଶାକ୍ତ ଛତୁ ଖାଇ ୭ ଗୁରୁତରmahabharatanewsDecember 1, 2022 by mahabharatanewsDecember 1, 20220169 ନବରଙ୍ଗପୁର : ବର୍ଷେ ତଳର ଶୁଖିଲା ଛତୁକୁ ରାନ୍ଧି ଖାଇ ପରିବାରର ସାତ ଜଣ ଗୁରୁତର ହୋଇ ଉମରକୋଟ ମେଡ଼ିକାଲରେ ବର୍ତ୍ତମାନ ଚିକତ୍ସାଧୀନ ଅଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...