ଓଡିଶାରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେରmahabharatanewsJanuary 4, 2026 by mahabharatanewsJanuary 4, 2026033 ପ୍ରଦୂଷଣକୁ ନେଇ ଏବେ ଚିନ୍ତାର କାରଣ ସାଜିଛି ଓଡ଼ିଶାର ବାୟୁ ମାନ। ୩୩୨ ଏକ୍ୟୁଆଇ ସହ ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତାଳଚେର । ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ...
bharatଦେଶ ବିଦେଶସ୍ୱାସ୍ଥ୍ୟବାୟ ପ୍ରଦୂଷଣ ବଢିବା ପ୍ରସଙ୍ଗ ନେଇ ଦିଲ୍ଲୀ ଏମ୍ସିଡିକୁ କୋର୍ଟଙ୍କ କଡା ନିର୍ଦ୍ଦେଶmahabharatanewsDecember 17, 2025 by mahabharatanewsDecember 17, 2025033 ଦିନକୁ ଦିନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଆଜି ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡି...
ଭାରତଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତିmahabharatanewsNovember 30, 2025 by mahabharatanewsNovember 30, 2025036 ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଛି । ରବିବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଘଟିଛି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)...