ଅପରାଧଭାରତଲେଡି ସିଙ୍ଘମ୍ ନାଁରେ ଚର୍ଚ୍ଚାକୁ ଆସିଥିବା ପୋଲିସ ଅଫିସର ଗିରଫmahabharatanewsJune 5, 2022 by mahabharatanewsJune 5, 20220194 ଆସାମ: ଆସାମର ଲେଡି ସିଙ୍ଘମ୍ ନାଁରେ ଚର୍ଚ୍ଚାକୁ ଆସିଥିବା ପୋଲିସ ଅଫିସର ଜନମୋନି ରାଭାଙ୍କୁ ଏକ ଠକେଇ ମାମଲାରେ ଗିରଫ କରାଯାଇଛି। ଗତ ମାସରେ ହିଁ ଜନମୋନି ନିଜ ଭାବୀ ସ୍ୱାମୀଙ୍କ ହାତରେ ହାତକଡ଼ି ପକାଇଥିଲେ।...
ଖେଳଭାରତପ୍ରତିପକ୍ଷ ଖେଳାଳିଙ୍କୁ ମାତ୍ର ୬୮ ମିନିଟରେ କଲେ ପରାସ୍ତ: ଇଗା ସ୍ୱିଆତେକmahabharatanewsJune 5, 2022 by mahabharatanewsJune 5, 20220201 ଦିଲ୍ଲୀ : ଫ୍ରେଞ୍ଚ ଓପନ ୨୦୨୨ ମହିଳା ସିଙ୍ଗଲ ଫାଇନାଲ ଜିତିଲେ ଇଗା ସ୍ୱିଆତେକ। ଦୁନିଆର ନଂ ୧ ଖେଳାଳି ଇଗା ସ୍ଵିଆତେକ ବୋଲି ଜଣାଯାଏ। ଏକକ ଫାଇନାଲରେ ଯୁବ ଖେଳାଳି କୋକୋ ଗଫଙ୍କୁ...
ଭାରତମନୋରଞ୍ଜନପ୍ରିୟଙ୍କା ଚୋପ୍ରା ପିଲାଙ୍କ ସୁରକ୍ଷାକୁ ନେଇ ସାହାର୍ଯ୍ୟ ମାଗିଲେ, ସେୟାର କଲେ ପୋଷ୍ଟmahabharatanewsJune 5, 2022June 5, 2022 by mahabharatanewsJune 5, 2022June 5, 20220197 ମୁମ୍ବାଇ: ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା, ତାଙ୍କୁ କିଏ ବା ନ ଜାଣେ । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର...
ଓଡିଶାରାଜନୀତିରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତିmahabharatanewsJune 5, 2022 by mahabharatanewsJune 5, 20220171 ଭୁବନେଶ୍ୱର : ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବଡଧରଣର ପରିବର୍ତ୍ତନ ହୋଇଛି । ବିବାଦୀୟ ମନ୍ତ୍ରୀଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ...
ଓଡିଶାଦାଦାଗିରିର କରୁଥିବା ଗବର ସିଂଙ୍କୁ ପିଟି ପିଟି ପୋଲିସକୁ ଜିମା ଦେଲେ ମହିଳାmahabharatanewsJune 4, 2022 by mahabharatanewsJune 4, 20220216 ମୟୂରଭଞ୍ଜ: ଗବର ସିଂ ର ଦାଦାଗିରିର କଡା ଜବାବ ଦେଲେ ମହିଳା । ଦାଦାଗିରିରେ ଅତିଷ୍ଠ ହୋଇ ଶେଷରେ ଗ୍ରାମର କିଛି ମହିଳା ଗବରକୁ ଧରି ଦେଇଛନ୍ତି ଉତ୍ତମ ମଧ୍ୟମ । ଏଥି ସହ...
ବିଶ୍ୱଚର୍ଚ୍ଚ ଓ କବରଖାନାରେ ଗୁଳିମାଡ଼: ଦୁଇ ମୃତ, ୧୦ ଗୁରୁତରmahabharatanewsJune 3, 2022June 3, 2022 by mahabharatanewsJune 3, 2022June 3, 20220188 ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ଗୁଳିମାଡ଼ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ଦିନରେ ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ କବରଖାନାରେ ଗୁଳିମାଡ଼ ହୋଇଛି ।...
ଓଡିଶାପୁରୀରେ ପହଞ୍ଚିଲେ ୫-ଟି ସଚିବmahabharatanewsJune 3, 2022 by mahabharatanewsJune 3, 20220174 ପୁରୀ: ପୁରୀରେ ପହଞ୍ଚିଲେ ୫-ଟି ସଚିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ମହାପ୍ରଭୁଙ୍କୁ...
ବିଶ୍ୱଟ୍ରାନ୍ସଜେଣ୍ଡର ଆକ୍ଟ୍ରେସ୍ ଅଲିନା ଖାନଙ୍କୁ ମିଳୁଥିଲା ମାଡାଗାଳିmahabharatanewsJune 3, 2022 by mahabharatanewsJune 3, 20220193 ବ୍ୟୁରୋ: ଘର ଠାରୁ ବାହାର ସବୁଠି ଲାଗୁଥିଲା ଡର । ଘର ଲୋକଙ୍କ ଠାରୁ ମିଳୁଥିଲା ମାଡ ଗାଳି । ଏସବୁ ସହିନପାରି ମାତ୍ର ୧୩ ବର୍ଷ ବୟସରେ ଘର ଛାଡିଦେଲେ । ବାହାରେ...
ଓଡିଶାରୋଷେଇବେଳେ ଲାଗିଲା ନିଆଁ : ଅଙ୍ଗନବାଡି କେନ୍ଦ୍ରmahabharatanewsJune 3, 2022 by mahabharatanewsJune 3, 20220176 କନ୍ଧମାଳ: ଅଙ୍ଗନବାଡି କେନ୍ଦ୍ରରେ ନିଆଁ । ଏ ଭଳି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେନାର ବାହାଲ ଅଙ୍ଗନବାଡି କେନ୍ଦ୍ରରେ । ଅଳ୍ପକେ ବର୍ତିଲେ ଅଙ୍ଗନବାଡି କେନ୍ଦ୍ର ଭିତରେ ବସିଥିବା ପାଞ୍ଚଜଣ...
ଓଡିଶାସାଇକେଲ ଚଲାଇଲେ ବଢିବ ଆୟୁଷ !mahabharatanewsJune 3, 2022 by mahabharatanewsJune 3, 20220177 ବ୍ୟୁରୋ: ଧୀରେ ଧିରେ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗୁଛି । କାର, ବାଇକ ପ୍ରତି ଲୋକେ ଆକୃଷ୍ଟ ହେଉଥିବାରୁ ସାଇକେଲର ଚାହିଦା କମୁଛି । ପରିବହନ ବ୍ୟବସ୍ଥାରେ ଆଧୁନିକତା ଆସୁଥିବା ନିଜର ମଧ୍ୟ...