Uncategorizedସକାଳୁ ସକାଳୁ ପାକିସ୍ତାନ ଲୋକଙ୍କୁ ଭୂକମ୍ପର ଝଟକା ।mahabharatanewsJune 27, 2026 by mahabharatanewsJune 27, 2026045 ଲଗାତାର କିଛିଦନି ଧରି ବିଶ୍ବର କୋଣ ଅନୁକୋଣରେ ଭୂକମ୍ପର ପରିସ୍ଥିତି ଦେଖିବାକୁ ମିଳୁଛି । ନିକଟରେ ଉତ୍ତର ଭେନେଜୁଏଲାରେ ଏହାର ଭୟାବହ ରୂପ ଦେଖିବାକୁ ମିଳିଥିଲା ଯେଉଁଥିରେ ଅନେକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବାବେଳେ...
bharatଦେଶ ବିଦେଶବିଶ୍ୱଭାରତଆକାଶମାର୍ଗର ଦିଗ ବଦଳାଇ ଭୁଲରେ ପୋଡଶୀ ଦେଶରେ ପ୍ରେବଶ କରିଥିଲା ଭାରତୀୟ ବିମାନ ।mahabharatanewsJune 24, 2026June 24, 2026 by mahabharatanewsJune 24, 2026June 24, 2026046 ନିକଟରେ ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା। ହସ୍ତଗତ ସୂଚନା ଅନୁଯାୟୀ,...
bharatଭାରତଯୋଗାଯୋଗଭାରତରେ ପେଟ୍ରୋଲ ରେଟ୍ ବଢି ଚାଲିଥିବାବେଳେ ପାକିସ୍ତାନରେ କମିଲା ପେଟ୍ରୋଲ ଦର ।mahabharatanewsMay 23, 2026 by mahabharatanewsMay 23, 2026054 ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସମଗ୍ର ବିଶ୍ୱରେ ପଡିଥିବା ଦେଖିବାକୁ ମିଳୁଛି । ଯାହାର ଫଳ ସ୍ୱରୁପ ଅଶୋଧିତ ତୈଳ ଦର ବଢି ବଢି ଚାଲିଛି । ଏହାର ପ୍ରଭାବ ଏବେ ଭାରତ...
ଦେଶ ବିଦେଶବିଶ୍ୱତେଲ ସଙ୍କଟରୁ ବଞ୍ଚିବା ପାଇଁ ଲକଡାଉନ୍ ଫଣ୍ଡା ଆଉପଣାଉଛି ପାକିସ୍ତାନ ।mahabharatanewsApril 7, 2026 by mahabharatanewsApril 7, 2026074 ଯୁଦ୍ଧ ପାଇଁ ବିଶ୍ୱ ବଜାରରେ ଏବେ ତେଲର ପ୍ରାକୃତିକ ଗ୍ୟାସ୍ର ପ୍ରବଳ ଅଭାବ ଦେଖଇବାକୁ ମିଳୁଛି । ଖାସକରି ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ଅବରୋଧ କରିବା ପରଠାରୁ, ଦକ୍ଷିଣ ଏସୀୟ...
ଦେଶ ବିଦେଶପାକିସ୍ତାନର ବଡ଼ ବୟାନ, କୋଲକାତା ଉପରେ ଆକ୍ରମଣ!mahabharatanewsApril 5, 2026 by mahabharatanewsApril 5, 2026048 ପଡ଼ୋଶୀ ଦେଶଗୁଡ଼ିକର ଯେକୌଣସି “ଦୁଃସାହସିକ କାର୍ଯ୍ୟ” ବିରୁଦ୍ଧରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସ୍ପଷ୍ଟ ଚେତାବନୀ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ବିଚଳିତ ହୋଇ ପଡ଼ିଛନ୍ତି। ଏହାର ଜବାବରେ, ପାକିସ୍ତାନୀ ମନ୍ତ୍ରୀ...
ଦେଶ ବିଦେଶପ୍ରବଳ ବିରୋଧ ପରେ ପେଟ୍ରୋଲ୍ ଦାମ ହ୍ରାସ୍ କଲେ ସରକାରmahabharatanewsApril 4, 2026 by mahabharatanewsApril 4, 2026046 ଇରାନ ଯୁଦ୍ଧ ଯୋଗୁଁ ସରକାର ଇନ୍ଧନ ମୂଲ୍ୟରେ ବ୍ୟାପକ ବୃଦ୍ଧି କରିବା ପରେ, ପାକିସ୍ତାନର ରାଜଧାନୀ ଏବଂ ସର୍ବାଧିକ ଜନବହୁଳ ପ୍ରଦେଶରେ ସରକାରୀ ପରିବହନ ଆଗାମୀ ମାସ ପାଇଁ ମାଗଣା ହେବ ବୋଲି ଅଧିକାରୀମାନେ...
bharatଖେଳବିଶ୍ୱଭାରତପୁଣିଥରେ ଅନ୍ତର୍ଜାତିୟ ସ୍ତରରେ ଅପମାନ ମୁଣ୍ଡାଇଲା ପାକ୍ ।mahabharatanewsApril 1, 2026 by mahabharatanewsApril 1, 2026066 ୨୦୨୬େ ରେ ପାକିସ୍ତାନର ସମସ୍ତ ପୋଲ ଖୋଲିଯାଇଛି ଏପରିକି ଅନ୍ତର୍ଜାତିୟ ସ୍ତରରେ ମଧ୍ୟ ଅନେକ ନିନ୍ଦା ଉଠାଇଛନ୍ତି ପାକିସ୍ତାନ ଖେଳାଳି ତେବେ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା...
bharatବିଶ୍ୱଭାରତଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।mahabharatanewsMarch 20, 2026 by mahabharatanewsMarch 20, 2026070 ପାକିସ୍ତାନ ଖେଳାଳିଙ୍କ ପଦର୍ଶନ ଏବେ ଦିନକୁ ଦିନ ଖରାପ ହୋଇ ଚାଲିଛି । ଏପରିକି ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରୁଛି ଦଳ । ଏପରିକି ଗତ ୪ ବର୍ଷ ହବେ...
bharatଦେଶ ବିଦେଶଭାରତପାକିସ୍ତାନ ଉପରେ ପଡିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ।mahabharatanewsMarch 10, 2026 by mahabharatanewsMarch 10, 2026063 ଜଳୁଛି ମଧ୍ୟପ୍ରାଚ୍ୟ । ଯାହା ଫଳସ୍ୱରୁପ ଅଧିକାଂଶ ଦେଶକୁ ଏବେଠାରୁ ଘାରିଲାଣି ତେଲ ସଙ୍କଟ । ଇରାନ୍ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଦିନକୁ ଦିନ ନେଉଛି ଭୟଙ୍କର ରୂପ । ତେବେ...
bharatଦେଶ ବିଦେଶଭାରତଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦mahabharatanewsFebruary 26, 2026 by mahabharatanewsFebruary 26, 2026060 ବିଶ୍ୱ ଦେଖିବ ଭାରତର ପରାକ୍ରମ ପଣ ଅପରେସନ ସିନ୍ଦୂର ପରେ ଏବେ ଅପରେସନ ସିନ୍ଦୂର ୨.୦ । । ଥରହର ହେବ ଶତ୍ରୁ । ଆକାଶରୁ ହେବ ନିଆଁ ବର୍ଷା । ଛାରଖାର ହେବ...