ଭାରତମ୍ୟାଚରେ ନଜର ଆସିଲେ ଇଶାନଙ୍କ ଗାର୍ଲଫ୍ରେଣ୍ଡ ଆଦିତିmahabharatanewsMay 23, 2022 by mahabharatanewsMay 23, 20220170 ମୁମ୍ବାଇ : ପୁଣି ଜଣେ ମିଷ୍ଟ୍ରି ଗାର୍ଲ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମିଷ୍ଟ୍ରି ଗାର୍ଲ। ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ଚାଲିଥିବା ଏହି...
ଅପରାଧଭାରତସିଦ୍ଧୁଙ୍କର ଦିନ ଓ ରାତି କେମିତି କଟୁଛି ଜେଲରେ , ଆସନ୍ତୁ ଜାଣିବାmahabharatanewsMay 22, 2022May 22, 2022 by mahabharatanewsMay 22, 2022May 22, 20220157 ନୂଆଦିଲ୍ଲୀ : ସିଦ୍ଧୁଙ୍କୁ ମିଳିଛି ଜେଲ୍ ସଜ୍ଜା। ରୋଡ୍ ରେଜ୍ ମାମଲାରେ ଜେଲ ଯାଇଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ...
ଓଡିଶାସାଧାରଣ ଲୋକଙ୍କୁ ଆଶ୍ୱସ୍ତି, କମିଲା ପେଟ୍ରୋଲ ଡିଜେଲ ଦରmahabharatanewsMay 22, 2022May 22, 2022 by mahabharatanewsMay 22, 2022May 22, 20220183 ଭୁବନେଶ୍ୱର : ଏବେ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦାମ୍ ଦିନକୁ ଦିନ ହୁ ହୁ ହେଇ ବଢିବାରେ ଲାଗୁଥିଲା । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଉଥିଲା।ଧୀରେ ଧୀରେ...
ଓଡିଶାଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତmahabharatanewsMay 21, 2022 by mahabharatanewsMay 21, 20220150 ପୁରୀ: ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିମନ୍ତେ ଗଠିତ ହୋଇଛି ସୋସାଇଟି। ଶ୍ରୀମନ୍ଦିର ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଏମଓୟୁ ସମ୍ପର୍କରେ ବିସ୍ତୃତ...
ଭାରତନିର୍ବାଚନ ପୂର୍ବରୁ ପାର-ତାପି-ନର୍ମଦା ପ୍ରକଳ୍ପ ବନ୍ଦmahabharatanewsMay 21, 2022May 22, 2022 by mahabharatanewsMay 21, 2022May 22, 20220203 ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ମାସ ରହିଥିବା ବେଳେ ବିଜେପି ନିର୍ବାଚନୀ ଥୋପ ପକାଇଛି । ପାର-ତାପି-ନର୍ମଦା ଲିଙ୍କ ପ୍ରକଳ୍ପକୁ ନେଇ ଆଦିବାସୀ ସଂପ୍ରଦାୟ ବିଗତ ବହୁତ ଦିନ ଏହି ପ୍ରକଳ୍ପକୁ...
ଭାରତବିଜେପି ଦେଶରେ କିରୋସିନି ବିଞ୍ଚୁଛିmahabharatanewsMay 21, 2022 by mahabharatanewsMay 21, 20220201 ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଜେପି ଏବେ କିରୋସିନି ବିଞ୍ଚିବାରେ ଲାଗିପଡିଛି । ନିଆଁ ଲାଗିବାକୁ ଦିଆସିଲର ଆବଶ୍ୟକ । ତେଣୁ ଭାରତର ସ୍ଥିତି ଭଲ ନଥିବାରୁ ଦେଶବାସୀ ସମସ୍ୟା ଭିତରକୁ ଠେଲି ହୋଇଯିବେ ।...
ଓଡିଶାପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳାmahabharatanewsMay 21, 2022May 21, 2022 by mahabharatanewsMay 21, 2022May 21, 20220228 କଟକ: ରୌପ୍ୟ ନଗରୀ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳା । ସା ପରିଚୟ ଫାଉଣ୍ଡେସନ ଓ କଟକ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି...
ଅପରାଧଓଡିଶାମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କାmahabharatanewsMay 19, 2022 by mahabharatanewsMay 19, 20220230 ଯାଜପୁର : ମୃତ ବ୍ୟକ୍ତିଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା । ମଲା ଲୋକଙ୍କ ନାଁରେ ଚାଲିଛି ହରିଲୁଟ ।ଏପରି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଂଚାୟତରୁ ।...
ଭାରତସାଧାରଣରୁ ଅସାଧାରଣ ହେଲେ ହାରିସନ୍mahabharatanewsMay 18, 2022 by mahabharatanewsMay 18, 20220206 ନୂଆଦିଲ୍ଲୀ : ଚେତା ହରାଇଲେ ପାଇଲଟ୍, ବିମାନ ଚଳାଇଲେ ଯାତ୍ରୀ। ମଧ୍ୟାକାଶରେ ଘଟିଲା ଏଭଳି ଅଭାବନୀୟ ଘଟଣା । ବିମାନ ଆକାଶରେ ଉଡ଼ୁଥିବା ବେଳେ ପାଇଲଟ୍ ଚେତାଶୂନ୍ୟ ହୋଇପଡିଥିଲେ । ନିଶ୍ଚିତ ମୃତ୍ୟୁର ଆଶଙ୍କା...
ଭାରତରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ଜେଲ୍ରୁ ହେବେ ମୁକ୍ତmahabharatanewsMay 18, 2022 by mahabharatanewsMay 18, 20220212 ନୂଆଦିଲ୍ଲୀ (ଏଜେନ୍ସି): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ବୋମା ଯୋଗାଇ ଥିବା ଅଭିଯୋଗରେ ଦୀର୍ଘ ୩୧ ବର୍ଷ ଧରି ଜେଲରେ ବନ୍ଦୀ ଜୀବନ ବିତାଉଥିବା ଏ.ଜି.ପେରାରିବେଲାନ୍ ଖଲାସ ହୋଇଛନ୍ତି । ଏହି...