ଅପରାଧଭାରତମୁହଁତୋଡ ଜବାବ ଦେଲେ ଯବାନmahabharatanewsMay 14, 2022 by mahabharatanewsMay 14, 20220254 ନୂଆଦିଲ୍ଲୀ: ମୁହଁତୋଡ ଜବାବ ଦେଲେ ଯବାନ । କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାର ଜବାବ ଦେଇଛି ଭାରତୀୟ ସେନା । ପୋଲିସ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ୨...
ଭାରତସହର ଭିତରେ ବୁଲୁଛି ହାତୀmahabharatanewsMay 14, 2022 by mahabharatanewsMay 14, 20220189 ସିଲିଗୁଡ଼ି : ସହର ଭିତରେ ହାତୀ ଆତଙ୍କ । ଏ ଭଳିଆ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ସିଲିଗୁଡ଼ି ସହରରେ । ମହାନନ୍ଦ ବନ୍ୟଜନ୍ତୁ ଅଭୟାରଣ୍ୟରୁ ଏକ ବୟସ୍କ ହାତୀ ଅକସ୍ମାତ ଜନବସତିକୁ ଚାଲିଆସିଥିଲା ।...
ଅପରାଧଭାରତ୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସାmahabharatanewsMay 14, 2022 by mahabharatanewsMay 14, 20220218 ମାଲାପୁରମ୍ : ରସିକିଆ ଶିକ୍ଷକଙ୍କ ଅବସର ପରେ ଖୁଲାସା । ୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଏପରି ଘଟଣା ଘଟିଛି କେରଳର ମାଲାପୁରମ୍ ଜିଲ୍ଲାରେ । ଏନେଇ ଅଭିଯୁକ୍ତ...
ଓଡିଶାକେନ୍ଦୁଝରରେ ଥାଇପାରେ ସୁନା ଖଣି!mahabharatanewsMay 14, 2022 by mahabharatanewsMay 14, 20220170 କେନ୍ଦୁଝର : ମାଟି ତଳେ ସୁନାଖଣି । କେନ୍ଦୁଝରରେ ଥାଇପାରେ ସୁନା ଖଣି । ବାଂଶପାଳ ବ୍ଲକ ଅଞ୍ଚଳର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣି ସନ୍ଧାନ ପାଇଁ ସର୍ଭେ କରୁଛି ଜିଓଲୋଜି ସର୍ଭେ...
ଅପରାଧଓଡିଶାଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆmahabharatanewsMay 14, 2022May 14, 2022 by mahabharatanewsMay 14, 2022May 14, 20220268 ବ୍ୟୁରୋ: ଝିଅର ବାହାଘରକୁ ନେଇ ବାପା ମାଆ ଏହି ଦିନଟକୁ ଅନେଇ ବସିଥାନ୍ତି । ତାଙ୍କ ସହିତ ଏହି ଦିନକୁ ଅପେକ୍ଷା କରି ରହିଥିଲା ତାଙ୍କ ପୁରା ପରିବାର । ମାଆ ବାପା ସମସ୍ତେ...
ଅପରାଧଭାରତମହିଳା ଏସ୍ଆଇ ହୋଇପାରନ୍ତି ଗିରଫ!mahabharatanewsMay 13, 2022 by mahabharatanewsMay 13, 20220217 ଆସାମ: ନିଜ ଭାବୀ ସ୍ୱାମୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିବା ମହିଳା ସବ୍ ଇନ୍ସପେକ୍ଟର ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର ଭାବୀ ସ୍ୱାମୀ ନୁହଁନ୍ତି, ବରଂ ସେ ନିଜେ ଫସିଛନ୍ତି। ତାଙ୍କ ବିରୋଧରେ ଭ୍ରଷ୍ଟାଚାର...
ଅପରାଧଓଡିଶାମାଆ ସହ ଦୁଇଶିଶୁ ଜୀବନ୍ତ ଦଗ୍ଧmahabharatanewsMay 13, 2022 by mahabharatanewsMay 13, 20220188 ରାଇରଙ୍ଗପୁର: ନିଆରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ । । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା...
ଓଡିଶାଟମାଟୋ ଓ କୁକୁଡା ଦର ଆକାଶ ଛୁଆଁ ଧରିଲାଣିmahabharatanewsMay 13, 2022 by mahabharatanewsMay 13, 20220160 ବ୍ୟୁରୋ: ଟମାଟୋ ଓ କୁକୁଡା ଦର ଆକାଶ ଛୁଆଁ ଧରିଲାଣି । ରୋଷେଇ ଘରେ ମିଳିବନି ଟମାଟୋ ଓ ଚିକେନ୍ । ମହଙ୍ଗା ମାଡରେ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ରାଜଧାନୀରେ ଟମାଟୋ ଦର...
ଅପରାଧଓଡିଶାସ୍ପଷ୍ଟ ହେଉନି ବୈବାହିକ ବଳାତ୍କାର ଅପରାଧ ନାଁ ଅପରାଧ ନୁହେଁ ?mahabharatanewsMay 11, 2022May 11, 2022 by mahabharatanewsMay 11, 2022May 11, 20220156 ବ୍ୟୁରୋ: ବିବାହ କରି ସ୍ୱାମୀ ସହ ସମ୍ପର୍କ ରଖିବା ଏଇଟା ତା ଦୁନିଆର ନିୟମ। କିନ୍ତୁ ଜବରଦସ୍ତି କରିବା ଅପରାଧ । କିଏ କାହାକୁ ମନା କରିବା ପରେ ଜବରଦସ୍ତି କରିପାରିବେ ନାହିଁ ।...
ଓଡିଶାରଥ ନିର୍ମାଣ କାର୍ଯ୍ୟରେ ବର୍ଷା ଯୋଗୁଁ କିଛି ପ୍ରଭାବ ପଡିବ ନାହଁ : ସେବାୟତmahabharatanewsMay 11, 2022 by mahabharatanewsMay 11, 20220221 ପୁରୀ : ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପରେ ରଥ ଖଳା ରେ ତିନି ରଥର ତୁମ୍ଭ ନିର୍ମାଣ କାର୍ଯ୍ୟ...