ଅପରାଧଫାଷ୍ଟଫୁଡକୁ ନେଇ ବଚସା ଓ ପରେ ହତ୍ୟାmahabharatanewsSeptember 4, 2021 by mahabharatanewsSeptember 4, 20210167 (ଅନୁଗୁଳ): ଫାଷ୍ଟଫୁଡକୁ ନେଇ ବଚସା ହେବାରୁ ବାପା ଓ ଦୁଇ ପୁଅ ମିଶି କଲେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼...