ଓଡିଶାମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବରେ ଭଜନ ମା ଲୋ ମା ବୁଢ଼ୀ ଠାକୁରାଣୀ ଉନ୍ମୋଚିତmahabharatanewsAugust 29, 2026 by mahabharatanewsAugust 29, 2026018 ଆଜି ମା ବୁଢୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ। ମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଅବସରରେ ଠାକୁରାଣୀଙ୍କ ପୀଠରେ ଭକ୍ତିଗୀତ ‘ମା’ ଲୋ ମା’ ବୁଢ଼ୀ ଠାକୁରାଣୀ’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅଛି...
ଓଡିଶାଅନୁଗୋଳ ‘ସକ୍ଷମ’ ସ୍କୁଲ ରିପୋର୍ଟ କାର୍ଡ ୱେବ ସାଇଟ୍ ଉନ୍ମୋଚିତmahabharatanewsJuly 30, 2026 by mahabharatanewsJuly 30, 2026030 ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମହମ୍ମଦ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଗୋଳ ‘ ‘ସକ୍ଷମ’ ସ୍କୁଲ ରିପୋର୍ଟ...
ଓଡିଶାପାଣିପାଗକିଛିଦିନ ହେବେ ଗ୍ରାମରେ ନିର୍ମିତ ଫୋଲ ଭାଙ୍ଗିଯିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କଲେ ଗ୍ରାମବାସୀ ।mahabharatanewsJuly 18, 2026July 18, 2026 by mahabharatanewsJuly 18, 2026July 18, 2026043 ନୂଆ ପୋଲ ଭାଙ୍ଗିଯିବାରୁ ପ୍ରଖର ସ୍ରୋତ ମଧ୍ୟରେ ମୃତଦେହ କାନ୍ଧରେ ବୋହିଲେ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ନୂଆହତା ପଞ୍ଚାୟତର ବାଲିସାହି ଗୋଛାୟତ ବସ୍ତିରୁ ଆସିଛି ଏକ ହୃଦୟବିଦାରକ ଘଟଣା।ଲଗାଣ ବର୍ଷାରେ ନୂତନ ନିର୍ମିତ...
ଓଡିଶାଅନୁଗୋଳରେ ଆରମ୍ଭ ହେଲା ସର୍ବବୃହତ୍ ଆଧାର ସେବା କେନ୍ଦ୍ରmahabharatanewsJuly 1, 2026July 1, 2026 by mahabharatanewsJuly 1, 2026July 1, 2026033 ଅନୁଗୋଳ ଜିଲ୍ଲାବାସୀଙ୍କୁ ଆଧାର ସମ୍ବନ୍ଧୀୟ ସେବା ସହଜରେ ଯୋଗାଇବା ଉଦ୍ଦେଶ୍ୟରେ BLS ଇଣ୍ଟରନ୍ୟାସନାଲ ପକ୍ଷରୁ UIDAIର ସହଯୋଗରେ ସହରରେ ସର୍ବବୃହତ୍ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟାକ୍ସ ଛକ ନିକଟସ୍ଥ କ୍ରେସେଣ୍ଟ କନଭେନସନର...
ଓଡିଶାବାଳ ସଂସ୍କାର ଯୋଗ ଶିବିରର ଉଦଯାପନୀ ଉତ୍ସବmahabharatanewsJune 1, 2026 by mahabharatanewsJune 1, 2026045 ଦେହ ଓ ମନର ଅବିଚ୍ଛିନ୍ନ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ଓ ଯତ୍ନଶୀଳ ହେବା ନିହାତି ଆବଶ୍ୟକ। ଏହି ମହତ୍ ଉଦ୍ଦେଶ୍ୟକୁ ସାମ୍ନାରେ ରଖି ଭାରତୀୟ ଯୋଗ ସଂସ୍ଥାନ...
ଓଡିଶାଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି ‘ଦିଶା’ ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତmahabharatanewsMarch 2, 2026 by mahabharatanewsMarch 2, 2026038 ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପରିଷଦ ଦ୍ବାରା ଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି (ଦିଶା ) ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି...
ଓଡିଶାମହାଶିବରାତ୍ରିରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମmahabharatanewsFebruary 16, 2026 by mahabharatanewsFebruary 16, 2026058 ମହାଶିବରାତ୍ରି ଅବସରରେ ଅନୁଗୋଳର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳଠାରୁ ଭକ୍ତମାନେ ବିଭିନ୍ନ ଶୈବପୀଠରେ ଜଳ ଅର୍ପଣ ଏବଂ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା...
ଓଡିଶାଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତmahabharatanewsNovember 17, 2025 by mahabharatanewsNovember 17, 2025086 ଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପ୍ରେସ କ୍ଲବ ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ପ୍ରେସ୍ ଦିବସ ପ୍ରତେକବର୍ଷ ୧୬ ନଭେମ୍ବରରେ ପାଳନ କରାଯାଏ। ୧୯୬୬ ମସିହାରେ “ପ୍ରେସ୍ କଉନସିଲ୍ ଅଫ୍ ଇଣ୍ଡିଆ”...
ଓଡିଶାଅନୁଗୁଳର ନାଲକୋ ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନmahabharatanewsNovember 14, 2025 by mahabharatanewsNovember 14, 2025083 ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କର ସଠିକ ଲାଲନପାଳନ, ଶିକ୍ଷା ଓ ସୁଖମୟ ଶୈଶବ ହେଉଛି ଏକ ସୁନ୍ଦର ସମାଜ ଗଠନର ଆଧାର। ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଭାରତରେ ଶିଶୁ ଦିବସ ପାଳନ...
ଓଡିଶାମହାନଦୀରେ ବିରଳ ଘଡ଼ିଆଳ ମା’ କୁମ୍ଭୀରmahabharatanewsMay 28, 2024 by mahabharatanewsMay 28, 20240112 (ଅନୁଗୁଳ) : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀରେ ଘଡ଼ିଆଳ ମା’ କୁମ୍ଭୀର ପୁଣି ଛୁଆ ଦେଇଛି। ମୋଟ ୩୫ଟି ଅଣ୍ଡା ମଧ୍ୟରୁ ସମସ୍ତ ଛୁଆ ଫୁଟି ଏବେ ମାଆ କୁମ୍ଭୀର...