ଭାରତରାଜନୀତିଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରାmahabharatanewsJuly 31, 2022 by mahabharatanewsJuly 31, 20220183 ଦୁଇଥର ନୋଟିସ ସତ୍ତେ୍ୱ ହାଜର ହୋଇନଥିଲେ ମୁମ୍ବାଇ: ସଂପ୍ରତି ଇଡିର କାର୍ଯ୍ୟକଳାପ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି। ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ...
ଓଡିଶାଭାରତଵାଣିଜ୍ୟଅଗଷ୍ଟ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କmahabharatanewsJuly 30, 2022 by mahabharatanewsJuly 30, 20220263 ଜରୁରୀ କାମ ଥିଲେ ତୁରନ୍ତ କାମ କରାଇ ନିଅନ୍ତୁ ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସାପ୍ତାହିକ ଛୁଟି ସମେତ ଅନ୍ୟାନ୍ୟ ଛୁଟିକୁ ମିଶାଇ ଦୀର୍ଘ ୧୮ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ତେଣୁ ବ୍ୟାଙ୍କ...
ଖେଳଭାରତରାଜ୍ୟଗୋଷ୍ଠୀ କ୍ରୀଡାରେ ଖାତା ଖୋଲିଲା ଭାରତmahabharatanewsJuly 30, 2022 by mahabharatanewsJuly 30, 20220166 ଭାରୋତ୍ତଳନରେ ରୌପ୍ୟ ପଦକ ଜିତିଲେ ସାଙ୍କେଟ ମହାଦେବ ନୂଆଦିଲ୍ଲୀ: ରାଜ୍ୟକୋଷ୍ଠୀ କ୍ରୀଡାରେ ପୁରୁଷ ବର୍ଗର ୫୫ କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଭାରତର ସାଙ୍କେଟ ମହାଦେବ ସରଗର ଭାରତର ଖାତା ଖୋଲିଥିଲେ। ମହାରାଷ୍ଟ୍ରର...
ଓଡିଶାରାଜନୀତିଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳନେତାmahabharatanewsJuly 30, 2022 by mahabharatanewsJuly 30, 20220175 ଭୁବନେଶ୍ୱର: ବିରୋଧୀ ଦଳ ନେତା ଭାବେ ସମ୍ବଲପୁରର ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁକୁ ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଘୋଷଣା କରିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ...
ଓଡିଶାରାଜନୀତିପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କାmahabharatanewsJuly 30, 2022 by mahabharatanewsJuly 30, 20220178 ଗୃହରେ ଉତ୍ତର ରଖିଲେ ପର୍ଯ୍ୟଟନ ମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ବିଭାଗ ପକ୍ଷରୁ ୨୦୨୧ -୨୨ ଆର୍ଥିକ ବର୍ଷରେ ୧୧୭ କୋଟି ଖର୍ଚ୍ଚ କରାଯାଇଛି। ଯହାକି ଗତ ବର୍ଷ ଠାରୁ...
ଓଡିଶାରାଜନୀତିବିଧାୟକଙ୍କ ଦରମା ବୃଦ୍ଧି ହେଉmahabharatanewsJuly 30, 2022July 30, 2022 by mahabharatanewsJuly 30, 2022July 30, 20220135 ଗୃହରେ ଦାବି କଲେ ତିନି ଦଳର ପ୍ରମୁଖ ସଦସ୍ୟ ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଲାଗି ତିନି ଦଳର ପ୍ରମୁଖ ସଦସ୍ୟମାନେ ଦାବି କରିଛନ୍ତି। ଗୃହର ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ...
ଓଡିଶାଆଜାଦୀ କା ଅମୃତ ମହୋତ୍ସବ ଲାଗି ବୃତ୍ତ ଚିତ୍ର ପ୍ରଦର୍ଶୀତmahabharatanewsJuly 30, 2022 by mahabharatanewsJuly 30, 20220163 ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନ (ଦି କଲିଜିଏଟ ରୋଲ ମଡେଲ) ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଯାଇଛି। ପୂର୍ବରୁ ଚିତ୍ରଟିର ଟ୍ରେଲର ମଧୁସୂଦନ ଆଇନ ମହାବିଦ୍ୟାଳୟର ପରିସରରେ ପ୍ରଦର୍ଶିତ ହୋଇ ଅନେକ ପ୍ରସଂଶା ସାଉଁଟିଥିଲା। ସଂପ୍ରତି...
ଭାରତ୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ-୨୧ ବିମାନmahabharatanewsJuly 30, 2022July 30, 2022 by mahabharatanewsJuly 30, 2022July 30, 20220178 ବାରମ୍ବାର ଦୁର୍ଘଟଣା ଯୋଗୁ ଏପରି ନିଷ୍ପତ୍ତି ନୂଆଦିଲ୍ଲୀ: ବାୟୁସେନା ୨୦୨୫ ସୁଦ୍ଧା ସମସ୍ତ ମିଗ୍ -୨୧କୁ ହଟାଇବ ବୋଲି ନିଷ୍ପତ୍ତି ନେଇଛି । କାରଣ ଅନେକ ବଡ଼ ବଡ ଦୁର୍ଘଟଣା ଘଟିବାରୁ ବାୟୁସେନା ଏପରି...
ଓଡିଶାଭାରତରାଜନୀତିରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଲେ ଅଧୀରmahabharatanewsJuly 29, 2022 by mahabharatanewsJuly 29, 20220198 ବିବାଦୀୟ ମନ୍ତବ୍ୟ ନେଇ ଗୃହକୁ ଅଚଳ କରିଥିଲା ବିଜେପି ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ବିବାଦରେ ଫସିଥିବା କଂଗ୍ରେସ ସଂସଦୀୟ ଦଳର ନେତା ଅଧିରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିଛନ୍ତି। ରାଷ୍ଟ୍ରପତି...
ଅପରାଧଓଡିଶାଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁmahabharatanewsJuly 29, 2022 by mahabharatanewsJuly 29, 20220209 କଟକ: ଆଠଗଡ ବନଖଣ୍ଡ ନରସିଂହପୁର ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି। ମୃତ ଦନ୍ତାହାତୀ ଦେହରେ ୫ଟି ଗୁଳି...