ଓଡିଶାଚିଲିକାରେ ଡଙ୍ଗା ବୁଡ଼ି ନିଖୋଜ ଘଟଣା: ମିଳିଲା ରାଜକିଶୋରଙ୍କ ମୃତ ଦେହmahabharatanewsMay 6, 2022 by mahabharatanewsMay 6, 20220185 ଚିଲିକା : ଚିଲିକା ଡଙ୍ଗା ବୁଡି ନିଖୋଜ ଘଟଣାରେ ମିଳିଲା ରାଜକିଶୋରଙ୍କ ମୃତ ଦେହ । ନିଖୋଜ ହେବାର ୧୯ ଘଣ୍ଟାପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ । ଭାରତୀୟ ନୌସେନା, ଓଟିଡିସି,...