ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର( ହରପ୍ରସାଦ ବିଷୋଇ):-ଆଜିଠୁ ଧାମନଗରରେ ହେଭିୱେଟଙ୍କ ପ୍ରଚାର । ଦଳୀୟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିଠାରୁ ଦୁଇ ଦିନ ଧର୍ମେନ୍ଦ୍ର ପ୍ରଚାର କରିବେ...
