ଓଡିଶାରାଜ୍ୟବାସୀଙ୍କୁ ଆହୁରି ୪ଦିନ ଥରାଇବ ଶୀତmahabharatanewsDecember 27, 2025 by mahabharatanewsDecember 27, 202507 ଦକ୍ଷିଣ, ଉତ୍ତର, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଅନୁଭୂତ ହେଉଛି ପ୍ରବଳ ଶୀତ। କୋରାପୁଟରେ ପାରଦ ଛୁଇଁଛି ୪.୮ଡିଗ୍ରୀ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ସହିତ ଘନ କୁହୁଡ଼ି ପଡ଼ୁଥିବା ବେଳେ...