ଓଡିଶାଲମ୍ବା ଛୁଟିରେ ଏସିଏସ ପ୍ରଦୀପ୍ତ ମହାପାତ୍ରmahabharatanewsSeptember 14, 2021 by mahabharatanewsSeptember 14, 20210279 (ରିପୋଟର୍ସ ଟୁଡେ): ଲମ୍ବା ଛୁଟି ନେଲେ ଏସିଏସ ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୮ ଦିନ ପାଇଁ ଛୁଟି ନେଲେ । ଏନେଇ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ...
ଓଡିଶାବର୍ଷା ଲାଗି ସ୍କୁଲ ଛୁଟିmahabharatanewsSeptember 14, 2021 by mahabharatanewsSeptember 14, 20210277 (ବଲାଙ୍ଗୀର): ପ୍ରବଳ ବର୍ଷା ଲାଗି ସ୍କୁଲ ବନ୍ଦ । ଏନେଇ ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ ଛୁଟି ଥିବା ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ତେବେ...
ଓଡିଶାଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’…..mahabharatanewsSeptember 9, 2021 by mahabharatanewsSeptember 9, 20210250 (ସମ୍ବଲପୁର): ଆସୁଛି ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ନୂଆଁଖାଇ । ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଶ୍ରଦ୍ଧାଳୁଙ୍କ ପାଇଁ ଦିନ ୧୨ଟା ୩୦ ମିନିଟ୍ ରୁ ୫ଟା...
ଓଡିଶାଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….mahabharatanewsSeptember 9, 2021 by mahabharatanewsSeptember 9, 20210202 (ଭୁବନେଶ୍ୱର): ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରମ ବା ଏମ୍ଆଇ ସିଣ୍ଡ୍ରମ ର ସମ୍ଭାବନା ବଢ଼ିବାରେ ଲାଗିଛି । ଏହି ସିଣ୍ଡ୍ରମ ୧୮ ବର୍ଷରୁ କମ୍ ବର୍ଷ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହା...
ଓଡିଶାଏବେ ସମୟ ପିଲାଙ୍କୁ ସୁରକ୍ଷା ଦବାରmahabharatanewsSeptember 7, 2021 by mahabharatanewsSeptember 7, 20210198 (ଭୁବନେଶ୍ୱର): ଉଭୟ ବରଗଡ଼ ଓ ଢ଼େଙ୍କାନାଳର ୨ଟି ସ୍କୁଲରୁୁ ୩୪ଜଣ ପିଲା ପଜିଟିଭ ଚିହ୍ନଟ । ଏନେଇ ଅଭିଭାବକଙ୍କ ମନରେ ଆଶଙ୍କା ଦେଖିବାକୁ ମିଳିଛି । ହେଲେ ସ୍କୁଲ ଖୋଲାଯିବା ଦିନଠୁ ସଂକ୍ରମଣ ବଢ଼ିବ...
ଓଡିଶାଶିକ୍ଷାଦୁଇଟି ସ୍କୁଲରେ ୩୪ ପିଲା କୋରୋନାରେ ଆକ୍ରାନ୍ତmahabharatanewsSeptember 7, 2021 by mahabharatanewsSeptember 7, 20210167 ଭୁବନେଶ୍ୱର: କୋରୋନା କଟକଣା ପରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଗୋଟିଏ ପରେ ଗୋଟିଏ ସ୍କୁଲର ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢିଛି । ପୁଣି ଧୀରେ ଧୀରେ...
ଓଡିଶା୪ ମାସ ମଧ୍ୟରେ ରାଜ୍ୟରେ ଶେଷ ହେବ ଟୀକାଦାନmahabharatanewsAugust 31, 2021 by mahabharatanewsAugust 31, 20210233 ଭୁବନେଶ୍ୱର: ଆସନ୍ତା ଡିସେମ୍ବର ଭିତରେ ରାଜ୍ୟରେ ଶେଷ ହେବ ଟୀକାକରଣ । ଯଦି ଟୀକା ଆମଦାନୀରେ କୌଣସି ଅସୁବିଧା ନ ରହେ ତେବେ ଆଗାମୀ ୪ ମାସ ମଧ୍ୟରେ ଟୀକାକରଣ ଶେଷ ହେବ ବୋଲି...
ଓଡିଶାକଣ୍ଟେନମେଣ୍ଟ ଜୋନରେ ହାଉସିଂବୋର୍ଡ କନୋଲୀmahabharatanewsAugust 7, 2021August 7, 2021 by mahabharatanewsAugust 7, 2021August 7, 20210218 ଆଠଗଡ(ମହାଭାରତ): ସାରା ବିଶ୍ୱରେ କୋରୋନା କହର ଏବେ ବି ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ସଂକ୍ରମଣ ଏବଂ ମୃତ୍ୟୁହାରକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଛି ଭୟର ଏକ ଭିନ୍ନ ଚିତ୍ର ।...
ଓଡିଶା୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାରmahabharatanewsMay 9, 2020 by mahabharatanewsMay 9, 20200451 (ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): ଆଜି ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କୁ ଛାଡିଦେଲେ ବାକି...