ଓଡିଶାଦେଶ ବିଦେଶପୁଣି ଫେରିଲା କରୋନା ଡରmahabharatanewsMarch 28, 2026 by mahabharatanewsMarch 28, 2026013 ଏକ ନୂତନ ଭାବରେ ଚିହ୍ନଟ ହୋଇଥିବା କୋଭିଡ୍-୧୯ ଉପଭାରିଆଣ୍ଟ, BA.3.2, ଯାହାକୁ ଅନୌପଚାରିକ ଭାବରେ “Cicada” ଭାରିଆଣ୍ଟ, ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଚିହ୍ନଟ ହେବା ପରେ ବିଶ୍ୱ ଦୃଷ୍ଟି ଆକର୍ଷଣ କରୁଛି। ଓମିକ୍ରୋନ୍...
ଭାରତଭାରତରେ ସର୍ବନିମ୍ନ କରୋନା ସଂକ୍ରମଣ ରେକର୍ଡmahabharatanewsOctober 24, 2022 by mahabharatanewsOctober 24, 20220178 ବ୍ୟୁରୋ:ଦୀର୍ଘ ୬ ମାସ ପରେ କରୋନା ସଂକ୍ରମଣରେ ଏକ ବଡ ଧରଣର ବିିରାମ ଲାଗିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବନିମ୍ନ ସଂକ୍ରମଣ ରେକର୍ଡ ହୋଇଛି...
ଓଡିଶାଗତ ୨୪ ଘଣ୍ଟାରେ ଦେଶରୁ ୮୦୮୪ ନୂଆ ସଂକ୍ରମିତ ଚିହ୍ନଟmahabharatanewsJune 13, 2022June 13, 2022 by mahabharatanewsJune 13, 2022June 13, 20220247 (ଦିଲ୍ଲୀ) : ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ। ଗତ ୨୪ ଘଣ୍ଟାରେ ଦେଶରୁ ମୋଟ ୮୦୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୮ ହଜାର ଉପରେ ରହୁଛି ଦୈନିକ...
ଓଡିଶାଭାରତରାଜ୍ୟରେ କରୋନାର ସ୍ଥିତି ଭଲ ଅଛିmahabharatanewsJune 4, 2022 by mahabharatanewsJune 4, 20220280 ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ଭଲ ଅଛି । କିନ୍ତୁ ୫ଟି ରାଜ୍ୟରେ ବଢିଲାଣି କରୋନା ସଂକ୍ରମଣ। ଏଣୁ କଟକଣା କଡାକଡି କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ସଂକ୍ରମଣ ବଢୁଛି ସେଠାରେ...
ଭାରତଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୪୧ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsMay 13, 2022 by mahabharatanewsMay 13, 20220332 ନୂଆଦିଲ୍ଲୀ: ଦେଶରେ ଏବେ ପିଣୀଠାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା...
ଓଡିଶା୨୪ ଘଣ୍ଟାରେ ରାଜ୍ୟରୁ ୧୦ କରୋନା ସଂକ୍ରମିତ ଚିହ୍ନଟmahabharatanewsMay 4, 2022May 4, 2022 by mahabharatanewsMay 4, 2022May 4, 20220288 (ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ...
ଭାରତଦେଶରେ ଦିନକରେ ୬,୩୯୬ ଆକ୍ରାନ୍ତ ଚିହ୍ନଟ ଓ ୨୦୧ ଜଣ ମୃତmahabharatanewsMarch 4, 2022 by mahabharatanewsMarch 4, 20220342 ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୩୯୬ ଆକ୍ରାନ୍ତ ଚିହ୍ନଟ ଓ ୨୦୧ ଜଣ ମୃତ ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା କମିଛି । ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି...
ଭାରତପାର୍ବଣ ସମୟରେ ସତର୍କ ରହିବାକୁ ମୋଦିଙ୍କ ବାର୍ତ୍ତାmahabharatanewsOctober 22, 2021 by mahabharatanewsOctober 22, 20210195 ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟରେ ସତର୍କ ରହିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ମୋଦିଜି ସତର୍କ ବାଣୀ କରିଛନ୍ତି...
ଭାରତଟୀକା ନେବା ପଡିଗଲା ମହଙ୍ଗାmahabharatanewsSeptember 20, 2021 by mahabharatanewsSeptember 20, 20210254 ଲଳିତପୁର: କୋରୋନା ମହାମାରୀରୁ ବଞ୍ଚିବା ପାଇଁ ନେଇଥିଲେ ଟୀକା । କିନ୍ତୁ ଏହି ଟୀକା ତାଙ୍କ ଶରୀରର ଏକ ବହୁତ ବଡ କ୍ଷତି ଘଟାଇଛି । କୋରୋନା ଭ୍ୟାକ୍ସିନ ନେଇ ବିକଳାଙ୍ଗ ହୋଇ ଯାଇଛନ୍ତି...
Uncategorizedଆଇସୋଲେସନରେ ରାଷ୍ଟ୍ରପତିmahabharatanewsSeptember 14, 2021 by mahabharatanewsSeptember 14, 20210222 (ମସ୍କୋ): ଆଇସୋଲେସନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରାଷ୍ଟପତିଙ୍କ ଜଣେ ପରିଚିତ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁ କାରଣରୁ ପୁଟିନ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି । ତେବେ...