ଓଡିଶାଏଥର ବର୍ଷିବ ବାତ୍ୟା ; ଛୁଇଁ ପାରିବନି କୂଳmahabharatanewsMay 9, 2022 by mahabharatanewsMay 9, 20220231 ଭୁବନେଶ୍ୱର : ସମୂଦ୍ରରେ ମାଡିଆସୁଛି ଅସାନି । ଭୀଷଣ ବାତ୍ୟରେ ପରିଣତ ହୋଇ ମାଡିଆସୁଛି ବାତ୍ୟା ଅସାନି । ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବ ତତ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି ବାତ୍ୟା ।...
ଅପରାଧଓଡିଶାକେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତାmahabharatanewsMay 7, 2022 by mahabharatanewsMay 7, 20220302 କଟକ : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। କଟକ ଶିଥଳ ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ ହୋଇଥିବା ବେଳେ ଟାଙ୍ଗୀ ଟୋଲଗେଟ ନିକଟରୁ ୧ କ୍ଵିଣ୍ଟାଲ ୨୫ ଗଞ୍ଜେଇ...
ଓଡିଶାଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକmahabharatanewsMay 5, 2022 by mahabharatanewsMay 5, 20220293 ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ । କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ରେଡ୍ । ତାଙ୍କ...
ଓଡିଶାପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ବୀଣାପାଣିmahabharatanewsApril 25, 2022 by mahabharatanewsApril 25, 20220277 କଟକ : ଆର ପାରିରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି । ୮୬ ବର୍ଷ ବୟସରଙ୍କ ମୃତ୍ୟୁ ବରଣ କଲେ ସାରସ୍ୱତ ସାଧିକା । ରବିବାର ରାତି ୯ଟାରେ ତାଙ୍କର ପରଲୋକ ଘଟିଛି ।...
ଅପରାଧଓଡିଶାକୁସୁପୁର ଗଣହତ୍ୟା ଘଟଣା : ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଶିବ!mahabharatanewsApril 18, 2022 by mahabharatanewsApril 18, 20220317 ମାହାଙ୍ଗା : କୁସୁପୁର ଗଣହତ୍ୟାର ରାକ୍ଷାସ ଶିବ ପୁଲିସ ରିମାଣ୍ଡରେ ଥାଇ ଅନେକ ରହସ୍ୟ ଉନ୍ମଚୋନ କରିଛି । ଶିବର ଏହି ହତ୍ୟାକାଣ୍ଡ କେତେ ଯେ ଭୟଙ୍କର ଓ ଯୋଜନାବଦ୍ଧ ତାହା ଶୁଣିଲେ ଅନେକ...
ଓଡିଶାଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟmahabharatanewsMarch 17, 2022March 17, 2022 by mahabharatanewsMarch 17, 2022March 17, 20220272 କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୪ ତାରିଖରୁ ୪ଟି ଜିଲ୍ଲାକୁ ଛାଡିଲେ ରାଜ୍ୟର ଅନ୍ୟ ସମସ୍ତ ନିମ୍ନ ଅଦାଲତ ସକାଳୁଆ କାର୍ଯ୍ୟ କରିବ । ସକାଳ ୭ଟାରୁ କୋର୍ଟ...
ଓଡିଶାଭୁବନେଶ୍ୱର ଓ କଟକ ବାର ମାଲିକଙ୍କ ପାଇଁ କଡ଼ା ନିର୍ଦ୍ଦେଶmahabharatanewsMarch 15, 2022March 15, 2022 by mahabharatanewsMarch 15, 2022March 15, 20220179 ଭୁବନେଶ୍ୱର : ଟୁଇନସିଟି ଭୁବନେଶ୍ୱର ଓ କଟକରେ ଥିବା ମଦ ବାରଗୁଡ଼ିକରେ ବାଉନ୍ସର ରଖିପାରିବେ ନାହିଁ । ବାର ମାଲିକମାନେ କେବଳ ପଞ୍ଜିକୃତ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିଗୁଡ଼ିକଠୁ ସୁରକ୍ଷା କର୍ମଚାରୀଙ୍କୁ ନେଇ ନିଜ ବାରରେ...
Uncategorizedମହାଶିବରାତ୍ରି ନେଇ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁmahabharatanewsFebruary 28, 2022February 28, 2022 by mahabharatanewsFebruary 28, 2022February 28, 20220154 (କଟକ) : ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ୧ରେ ଶିବରାତ୍ରି ହେତୁ ଭକ୍ତଙ୍କ ସମାବେଶ ହେବାର ସମ୍ଭାବନା ରହିଛି । ତେବେ ଏହାରି ଭିତରେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଚଳିତ ବର୍ଷ ମଧ୍ୟ ଜାଗର...
ଓଡିଶାକଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣmahabharatanewsNovember 23, 2021 by mahabharatanewsNovember 23, 20210197 କଟକ: କଟକ ରେଳ ଷ୍ଟେସନକୁ ରହିଛି ଭୟଙ୍କର ବିପଦ । ହୋଇପାରେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣ । ସେଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ଆକ୍ରମଣକୁ ସାମନା କରିବା...
ଅପରାଧଜାଲ କାଗଜ ଦେଖାଇ ନେଇଗଲେ ଲକ୍ଷ ଲକ୍ଷ ଟଙ୍କାmahabharatanewsSeptember 11, 2021 by mahabharatanewsSeptember 11, 20210156 କଟକ: ଜାଲ ଜମିର କାଗଜପତ୍ର ଦେଖାଇ ଠକି ନେଲେ ୬୮ ଲକ୍ଷ ଟଙ୍କା । କଟକ ହାଇକୋର୍ଟ କର୍ପୋରେସନ ବ୍ୟାଙ୍କରୁ ଏହି ଟଙ୍କ ଠକି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତତ୍ପର...