ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ
ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ରେକର୍ଡ ସୃଷ୍ଟି କରିଛି ଜଗତସିଂହପୁରର ପ୍ରମୁଖ ଶିକ୍ଷାଅନୁଷ୍ଠାନ ସ୍କଲାର ଏକାଡେମୀ । ଚଳିତବର୍ଷ ପରୀକ୍ଷାରେ ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ର ଓମପ୍ରକାଶ ସ୍ବାଇଁ ଯୁକ୍ତଦୁଇ ବିଜ୍ଞାନରେ ସମୁଦାୟ ୬୦୦ ନମ୍ବରରୁ...
