ଭାରତଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କmahabharatanewsApril 10, 2023 by mahabharatanewsApril 10, 20230106 ନୂଆଦୀଲ୍ଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛନ୍ତି ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରର ମାଲିକ ଏଲନ ମସ୍କ । ମସ୍କଙ୍କ ତରଫରୁ ଟ୍ୱିଟର ଆକାଉଣ୍ଟର ଆର୍ଲଟ ଦେଉଥିବା ଆକାଉଣ୍ଟ ମାଧ୍ୟମରେ ଏନେଇ ଏକ ଟ୍ୱିଟ୍...