ଓଡିଶାରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsSeptember 20, 2022September 20, 2022 by mahabharatanewsSeptember 20, 2022September 20, 20220178 ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆଜି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ସୂଚନା ଅନୁସାରେ ଲଘୁଚାପ...
ଓଡିଶାରାଜ୍ୟରେ ଜାରି ରହିବ ବର୍ଷାmahabharatanewsSeptember 13, 2022 by mahabharatanewsSeptember 13, 20220156 ଭୁବନେଶ୍ବର : ରାଜ୍ୟର ଏବେ ପ୍ରାୟ ଜିଲ୍ଲାରେ ବର୍ଷା ଜାରି ରହିଛି । ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଲଘୁଚାପର କୌଣସି...
ଓଡିଶାଆଜି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା !mahabharatanewsApril 10, 2022April 10, 2022 by mahabharatanewsApril 10, 2022April 10, 20220570 ଭୁବନେଶ୍ୱର: ରାଜ୍ୟରେ ଏବେ ଗରମ ସହ ତାତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ମିଳିଛି । ସେହି ୫ ଜିଲ୍ଲା ଗୁଡିକ...
ଓଡିଶାମାର୍ଚ୍ଚରେ ବାତ୍ୟା !mahabharatanewsMarch 15, 2022 by mahabharatanewsMarch 15, 20220253 ଭୁବନେଶ୍ୱର: ଏବେ ରାଜ୍ୟରେ ଅସହାୟ ଗ୍ରାମକୁ ବଢିଚାଲିଛି ତାତି । ଯେଉଁ ମାସରେ ଖରାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡନ୍ତି ,ସେ ମାସରେ ମାଡି ଆସୁଛି ବାତ୍ୟା । ଯାହାକୁ ନେଇ ଲୋକଙ୍କ ମନରେ ଭୟ...
ଓଡିଶା୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନାmahabharatanewsFebruary 25, 2022 by mahabharatanewsFebruary 25, 20220279 (ଭୁବନେଶ୍ୱର) : ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି...
ଓଡିଶାପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsFebruary 24, 2022 by mahabharatanewsFebruary 24, 20220270 (ଭୁବନେଶ୍ୱର) : ୨୫ ଓ ୨୬ ତାରିଖ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୨୬ ଓ ୨୭ର...
ବିଶ୍ୱପ୍ରବଳ ବର୍ଷା ନେଲା ୯୦ରୁ ଅଧିକ ଲୋକଙ୍କ ଜୀବନmahabharatanewsFebruary 17, 2022 by mahabharatanewsFebruary 17, 20220147 ବ୍ରାଜିଲ:ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରବଳ କ୍ଷତି ଘଟିଛି ।...