ଭାରତ“କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ “: ବିକ୍ରମଦିତ୍ୟmahabharatanewsApril 19, 2024 by mahabharatanewsApril 19, 20240155 (ହିମାଚଳ ପ୍ରଦେଶ) : ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ବିଜେପି ପ୍ରାର୍ଥୀ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଆଜିକାଲି ରାଜ୍ୟରେ ପାଗ ଭଲ ରହିଛି...
ଭାରତ‘ହିମାଚଳରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ‘; ମୁଖ୍ୟମନ୍ତ୍ରୀmahabharatanewsAugust 15, 2023 by mahabharatanewsAugust 15, 2023093 (ହିମାଂଚଳ) : ଉତ୍ତର ଭାରତରେ ଦୁଇଟି ରାଜ୍ୟରେ ବର୍ଷା ବିତ୍ପାତ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ଅଚାନକ ବନ୍ୟାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ...
ଭାରତଭୁକମ୍ପରେ ଥରିଲା ହିମାଚଳ ପ୍ରଦେଶmahabharatanewsJuly 13, 2023 by mahabharatanewsJuly 13, 20230180 (ହିମାଚଳ ପ୍ରଦେଶ) : ଭୁକମ୍ପରେ ଥରିଲା ହିମାଚଳ ପ୍ରଦେଶ । ବୁଧବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶରେ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.2 ମ୍ୟାଗ୍ନିଚ୍ୟୁଡ ରହିଛି...
ଭାରତବର୍ଷା ବିପର୍ଯ୍ୟୟ : ହିମାଚଳପ୍ରଦେଶରେ ନଷ୍ଟ ହୋଇଗଲା ୧୨୪ଟି ରାସ୍ତା mahabharatanewsJune 27, 2023 by mahabharatanewsJune 27, 20230136 (ହିମାଚଳ) : ମୌସୁମୀ ଆସିବା ପରଠାରୁ ସାରା ଦେଶରେ ଏବେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ଦେଶରେ...
ଭାରତହିମାଚଳ ପ୍ରଦେଶରେ ଭୂସ୍ଖଳନ,ଫସିଲେ ଶହ ଶହ ଯାତ୍ରୀmahabharatanewsJune 26, 2023 by mahabharatanewsJune 26, 20230123 (ହିମାଚଳ ପ୍ରଦେଶ): ପ୍ରବଳ ବର୍ଷା ପାଇଁ ହିମାଚଳ ପ୍ରଦେଶରେ ହେଲା ଭୂସ୍ଖଳନ। ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ହୋଇଥିବା ଜଣାପଡ଼ିଛି।ଏହି ସମୟରେ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ...