Tag : Honored to be the jewel of Odisha

ଓଡିଶା

ଓଡ଼ିଶା ରତ୍ନ ଭାବେ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ସମ୍ମାନିତ

mahabharatanews
ରାୟଗଡ଼ା: ଓଡ଼ିଶା ରତ୍ନ ଭାବେ ସୁପ୍ରିତ୍ ସନ୍ତୋଷ ବଛାଙ୍କୁ ସମ୍ମାନିତ କରାଯାଇଛି। ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପଠାରେ ସଙ୍ଗୀତ ମୂର୍ଛନା ଓ ଓଡ଼ିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ...