ଦେଶ ବିଦେଶଢାକାରେ ଥିବା ଦୁଇ ଭିସା କେନ୍ଦ୍ରକୁ ବନ୍ଦ କଲା ଭାରତmahabharatanewsDecember 18, 2025 by mahabharatanewsDecember 18, 2025041 ଭାରତ ଏବଂ ବାଂଲାଦେଶ ମଧ୍ୟରେ ଧିରେ ଧିରେ ତିକ୍ତ ହେଉଛି ସମ୍ପର୍କ । ଏହାରି ମଧ୍ୟରେ ବାଂଲାଦେଶ ବିରୋଧରେ ବଡ ପଦକ୍ଷେପ ନେଇଛି ଭାରତ । ବଂଲାଦେଶ ଢାକାରେ ଥିବା ରାଜଶାହୀ ଏବଂ ଖୁଲନାରେ...