ବିଶ୍ୱବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିରmahabharatanewsApril 25, 2023April 25, 2023 by mahabharatanewsApril 25, 2023April 25, 20230107 ଭାରତ ବାହାରେ ପ୍ରଥମ ଥର ପାଇଁ ହେଉଛି ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି ଯେଉଁ ଥିରେ ମିଳିଛି ୨୫୦ କୋଟି ଟଙ୍କାର ଦାନ । ବ୍ରିଟେନରେ...
ଓଡିଶାହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବmahabharatanewsApril 19, 2023 by mahabharatanewsApril 19, 20230145 ବନକା ଲାଗି ହେଉଛି ମହା ପ୍ରଭୁଙ୍କ ଏକ ଗୁପ୍ତ ନୀତି । ଏହି ନୀତି ସମୟରେ ବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିତୀୟ ଭୋଗ ଶେଷ ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କୁ ଶ୍ରୀମୁଖ...
ପର୍ବ ପର୍ବାଣିଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଜମୁଛି ଭକ୍ତଙ୍କ ଭିଡmahabharatanewsOctober 24, 2022 by mahabharatanewsOctober 24, 20220113 ପୁରୀ: ଆଲୋକର ପର୍ବ ଦୀପାବଳୀ । ଦୀଘ ଦୁଇ ବର୍ଷ କରୋନା ପରେ ଚଳିତ ବର୍ଷ ଅତି ଧୁମ୍ଧାମର ସହ ପାଳନ କରିବା ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ । ତେବେ ହିନ୍ଦୁ...
ଓଡିଶାସୁପ୍ରିମ କୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ କଲେ ଟ୍ୱିଟ୍ “ତୁମ ଇଛା ବିନା ପତ୍ରଟେ ହଲେନି “mahabharatanewsJune 3, 2022 by mahabharatanewsJune 3, 20220197 ଭୁବନେଶ୍ୱର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିରୋଧୀଙ୍କୁ ଝଟକା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ପିଟିସନ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବିଜୟ ହୋଇଛି...
ଓଡିଶାଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଶୁଣାଣିmahabharatanewsJune 2, 2022 by mahabharatanewsJune 2, 20220212 ପୁରୀ: ଆସନ୍ତା କାଲି ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଣାଣି । ଶୁଣାଣିକୁ ନେଇ ଆଜି ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ତେବେ ଆସନ୍ତା କାଲି ହେବାକୁ ଥିବା...
ଓଡିଶାଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତmahabharatanewsApril 29, 2022 by mahabharatanewsApril 29, 20220261 ପୁରୀ : ସେବାୟତ ଓ ଭକ୍ତଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। କେବଳ ସିଂହଦ୍ଵାର ନୁହେଁ ପଶ୍ଚିମ ଦ୍ଵାର ବାଟେ ଶ୍ରୀମନ୍ଦିର ଯାଇ ଭକ୍ତ ମାନେ ଆଜିଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।...
ଓଡିଶାଶ୍ରୀଜିଉ ଦର୍ଶନଙ୍କ ନେଇ ହଟିପାରେ ରବିବାର କଟକଣାmahabharatanewsMarch 12, 2022 by mahabharatanewsMarch 12, 20220257 (ପୁରୀ) : ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକ ଏଜେଣ୍ଡାରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୁଖ୍ୟ ଆଲୋଚନା ହେବ । ତା...
ଓଡିଶାଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦmahabharatanewsMarch 7, 2022 by mahabharatanewsMarch 7, 20220160 (ପୁରୀ) : ଶ୍ରୀମନ୍ଦିରରେ ରକ୍ତଛିଟା । ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି । ଫଳରେ ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ...
ଓଡିଶାମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନmahabharatanewsFebruary 23, 2022 by mahabharatanewsFebruary 23, 20220297 ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୩ ଘଣ୍ଟାର ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୫ ଟା ଠାରୁ ରାତ୍ର ୮...
ଓଡିଶାଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପିmahabharatanewsFebruary 18, 2022 by mahabharatanewsFebruary 18, 20220230 ପୁରୀ: ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି । ୨୧ଫେବୃଆରୀ ରୁ ଲାଗୁ ହେବ ଏହି ନୂଆ ନିୟମ । ଦର୍ଶନ ପାଇଂ ଦେଖେଇବାକୁ ପଡିବନି କୋଭିଡ ଟୀକା ପ୍ରମାଣ ପତ୍ର...