ଓଡିଶା

ଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

(ପୁରୀ) : ଶ୍ରୀମନ୍ଦିରରେ ରକ୍ତଛିଟା । ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି । ଫଳରେ ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି। ପ୍ରବଳ ଖରାରେ ବଡ଼ଦାଣ୍ଡରେ ଡହଳ ବିକଳ ହେଉଛନ୍ତି ଭକ୍ତ।

ସୂଚନାନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା । ଏହାପରେ ତୁରନ୍ତ ମହାପ୍ରଭୁଙ୍କର ମହାସାନ୍ନ ନୀତି କରାଯାଇଛି ।ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି। ଅନ୍ୟପଟେ ସୋମବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡାଦାଣ୍ଡରେ ଭକ୍ତଙ୍କ ଲମ୍ବା ଭିଡ ଲାଗିଛି।

Related posts

ପାତାଳୀ ମହୋତ୍ସବରେ ମହିଳାଙ୍କ କଳସ ଶୋଭାଯାତ୍ରା

mahabharatanews

ବିଦ୍ୟୁତ ଅପବ୍ୟବହାର ରୋକିବା ନେଇ ପଥପ୍ରାନ୍ତ ନାଟକ ଆୟୋଜିତ

mahabharatanews

୩ ଜଣ କରୋନା ପଜେଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା

mahabharatanews