ଓଡିଶାପାଣିପାଗବୈତରଣୀ ନଦୀରେ ବନ୍ୟା ହେବା ଯୋଗୁ ଏବେ ଚିନ୍ତାରେ ଚାଷୀ mahabharatanewsAugust 13, 2022 by mahabharatanewsAugust 13, 20220170 ଯାଜପୁର: ବୈତରଣୀ ନଦୀରେ ବନ୍ୟା ସମସ୍ୟା । ବନ୍ୟା ହେବା ଯୋଗୁ ଏବେ ଯାଜପୁର ଜିଲ୍ଲାର ଚାଷୀ ଚିନ୍ତାରେ ଅଛନ୍ତି। ସୂଚନାନୁସାରେ , ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ...
ଓଡିଶାମାଆ ପାଇଁ ପଇସା ରୋଜଗାର କରିବାକୁ ଯାଇ ପୁଅ ଗୁରୁତରmahabharatanewsAugust 2, 2022 by mahabharatanewsAugust 2, 20220222 ଯାଜପୁର: ମୋ ପୁଅକୁ ଭଲ କରିଦିଅ । କିଏ ମୋତେ ସାହାର୍ଯ୍ୟ ଟିକେ କର । ମୁଁ ଗରୀବ ଲୋକଟି ସେତିକି ଅର୍ଥ ନାହିଁ ଯାହା ପାଇଁ ମୋ ପୁଅକୁ ମୁଁ ଭଲ କରିପାରୁନି...
ଓଡିଶାଖେଳରଗବୀ ଆସୋସିଏସନର ଖେଳାଳୀଙ୍କୁ ଶୁଭେଚ୍ଛାର ସୁଅ ଛଟୁଛିmahabharatanewsJune 24, 2022 by mahabharatanewsJune 24, 20220146 ଯାଜପୁର : ଭାରତୀୟ ରଗବୀ ଫୁଟବଲ୍ ଆସୋସିଏସନ୍ ଦ୍ଵାରା ବିହାରର ପାଟନା ଠାରେ ଆୟୋଜିତ ଜାତୀୟ ରଗବୀ ଫୁଟବଲ୍ ଚାମ୍ପିଅନସିପ ରେ ଓଡ଼ିଶା ବାଳିକା ବିଭାଗରେ ଉପବିଜେତା ହୋଇଥିବା ବେଳେ ବାଳକ ବିଭାଗରେ ୫...
ଅପରାଧଓଡିଶାମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କାmahabharatanewsMay 19, 2022 by mahabharatanewsMay 19, 20220241 ଯାଜପୁର : ମୃତ ବ୍ୟକ୍ତିଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା । ମଲା ଲୋକଙ୍କ ନାଁରେ ଚାଲିଛି ହରିଲୁଟ ।ଏପରି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଂଚାୟତରୁ ।...
ଓଡିଶାରାଜନୀତିଭୋଟ ଦେଲେ ମୁଖ୍ୟମନ୍ତ୍ରୀ : ପୌର ନିର୍ବାଚନmahabharatanewsMarch 24, 2022 by mahabharatanewsMarch 24, 20220167 ଭୁବନେଶ୍ୱର : ଆରମ୍ଭ ହୋଇ ଯାଇଛି ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଛି ଏହି ପ୍ରକ୍ରିୟା । ମକ୍ପୋଲ ସରିବା ପରେ ଆରମ୍ଭ ହୋଇଯାଇଛି ମତଦାନ...
ଓଡିଶାଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାରmahabharatanewsMarch 19, 2022 by mahabharatanewsMarch 19, 20220181 ଯାଜପୁର: ଯାଜପୁର ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି ବନ୍ଧମୁଣ୍ଡା ନିକଟ ଖରସ୍ରୋତା ନଦୀର ମଙ୍ଗଳାପ ଘାଟରେ ଗାଧୋଉଥିବା ବେଳେ ୭...
ଓଡିଶାଚାଲିଗଲେ ନନ୍ଦ ସାରmahabharatanewsDecember 7, 2021December 7, 2021 by mahabharatanewsDecember 7, 2021December 7, 20210259 ଭୁବନେଶ୍ୱର: ୧୦୪ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ପରଲୋକ ଘଟିଛି । ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ କୋରୋନା ସହ ଲଢେଇ କରୁଥିଲେ ନନ୍ଦ ସାର । ଗତ...
ଓଡିଶାନଈ ପାଣିରେ ଭାସି ଗଲେ ବାପ-ପୁଅmahabharatanewsSeptember 15, 2021September 15, 2021 by mahabharatanewsSeptember 15, 2021September 15, 20210187 ଯାଜପୁର: ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଘେରରେ ରହିଛି । ଏଥି ସହିତ ବ୍ରାହ୍ମଣୀ ନଦୀ ବନ୍ଧ ଭାଙ୍ଗି ଯାଇଥିବାରୁ ଘରେ ଘରେ...
ଓଡିଶାବ୍ରାହ୍ମଣୀ ନଦୀରେ ୩ଟି ଘାଇ; ଅସ୍ତବ୍ୟସ୍ତ ଜନଜୀବନmahabharatanewsSeptember 15, 2021 by mahabharatanewsSeptember 15, 20210189 ଯାଜପୁର(ସ୍ମୃତି ରଞ୍ଜନ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସାମାନ୍ୟ କମିଛି । କିନ୍ତୁ କମିନାହିଁ ଲୋକମାନଙ୍କ ଅସୁବିଧା । କିଛି ସ୍ଥାନରେ ଲୋକମାନଙ୍କ ପାଇଁ ଅସୁବିଧା ଆହୁରି ବଢିଯାଇଥିବା ବେଳେ ପାଣି ଘେରରେ ଜୀବନ...
ଓଡିଶାବର୍ଷାରେ ବେହାଲ ଯାଜପୁରmahabharatanewsSeptember 13, 2021 by mahabharatanewsSeptember 13, 20210190 ଯାଜପୁର: ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟ ବେହାଲ ହୋଇ ପଡିଛି । ଘରୁ ବାହାରିବା ତ ଦୂରର କଥା ଘର ଭିତରେ ପାଣି ପଶିଯିବାରୁ ଜନଜୀବନ...