ଓଡିଶାଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶmahabharatanewsMay 8, 2024 by mahabharatanewsMay 8, 2024080 (କେନ୍ଦ୍ରାପଡ଼ା) : ଓଲିଉଡ଼ ଅଭିନେତା ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ...
ଓଡିଶାବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ନୋଟିସ mahabharatanewsOctober 17, 2023 by mahabharatanewsOctober 17, 20230110 (କେନ୍ଦ୍ରାପଡା) : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିବେ ହାଇକୋର୍ଟ। ତଳ କୋର୍ଟର...
ଓଡିଶାମନୋରଞ୍ଜନହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିmahabharatanewsOctober 17, 2023 by mahabharatanewsOctober 17, 20230159 (କେନ୍ଦ୍ରାପଡ଼ା) : ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ...
ଓଡିଶାରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରାmahabharatanewsAugust 30, 2023 by mahabharatanewsAugust 30, 20230129 (କେନ୍ଦ୍ରାପଡା) : ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା । ପବିତ୍ର ରାକ୍ଷୀ ବନ୍ଧନରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀ କ୍ଷେତ୍ର । ମନ୍ଦିର ପରିସରରେ ପ୍ରବଳ ଭକ୍ତଙ୍କ ଭିଡ...
ଓଡିଶାକୋଇଲା ବୋଝେଇ ଟ୍ରେନରେ ନିଆଁmahabharatanewsJuly 28, 2023 by mahabharatanewsJuly 28, 20230167 (କେନ୍ଦ୍ରାପଡା) : କୋଇଲା ବୋଝେଇ ଟ୍ରେନରେ ନିଆଁ । ହରିଦାସପୁର- ପାରାଦୀପ ରେଳପଥର ବାଜିପଡା ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ କୋଇଲା ବୋଝେଇ ଟ୍ରେନ୍ର ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଗତକାଲି ସକାଳେ ପାରାଦୀପରୁ ହରିଦାସପୁର...
ଓଡିଶାମଣିଷ ଖିଆ କୁମ୍ଭୀରର ଉତ୍ପାତ: ପୁଣି ଟାଣିନେଲା ଜଣଙ୍କୁ mahabharatanewsJune 29, 2023 by mahabharatanewsJune 29, 20230119 (କେନ୍ଦ୍ରାପଡା) : ଥମିବାର ନାଁ ନେଉନି ମଣିଷ ଖିଆ କୁମ୍ଭୀରର ଉତ୍ପାତ । ଏବେ ବି ବ୍ରାହ୍ମଣୀ ନଦୀରେ ଆତଙ୍କ ଖେଳାଉଛି । ନଦୀରୁ ବାରମ୍ବାର ଲୋକଙ୍କୁ ଟାଣି ନେଉଛି । ଆଜି ଭୋର ସମୟରେ...
ଓଡିଶା ବଢୁଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ, ମହିଳା ମୃତ୍ୟୁmahabharatanewsJune 22, 2023June 22, 2023 by mahabharatanewsJune 22, 2023June 22, 20230127 (କେନ୍ଦ୍ରାପଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ । କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣକ ପରେ ଜଣକ ଜୀବନ ଚାଲିଯାଉଛି। ବୁଧବାର ଦିନ ନିଜ ବାଡ଼ି...
ଓଡିଶାକେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ୱ ଶ୍ରମିକ ଦିବସmahabharatanewsMay 1, 2023May 1, 2023 by mahabharatanewsMay 1, 2023May 1, 20230112 କେନ୍ଦ୍ରାପଡ଼ା /ମହେଶ ପାଢ଼ୀ : ଆଜି ବିଶ୍ୱ ପାଳୁଛି ଶ୍ରମିକ ଦିବସ । ସେହିପରି କେନ୍ଦ୍ରାପଡାରେ ମଧ୍ୟ ବିଶ୍ୱ ଶ୍ରମିତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାରେ ଥିବା ଶତାଧିକ ବିଦ୍ୟୁତ ବିଭାଗର ଠିକା...
ଓଡିଶାନକଲି ସାର୍ଟିଫିକେଟ ଦେଖାଇ କରିଥିଲେ ଚାକିରି, ଜଣାପଡିବା ପରେ ୩କର୍ମଚାରି ବହିଷ୍କୃତmahabharatanewsApril 25, 2023 by mahabharatanewsApril 25, 20230196 କେନ୍ଦ୍ରାପଡା: ନକଲି ଯୋଗ୍ୟତାରେ ମିଳିଛି ଚାକିରି । ଯୋଗ୍ୟତା ନଥାଇ ନକଲି ସାର୍ଟିଫିକେଟ ଦେଖାଇ କରିଛନ୍ତି ଚାକିରି । କେନ୍ଦ୍ରାପଡାରେ ୩ଜଣ ଡାକ ଦେବକଙ୍କୁ ବହିଷ୍କୃତ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା...
ଓଡିଶାଡାକ୍ତର ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଯୁବ ସାମ୍ବାଦିକmahabharatanewsJanuary 14, 2023 by mahabharatanewsJanuary 14, 20230134 କେନ୍ଦ୍ରାପଡ଼ା : ଡାକ୍ତର ନିଯୁକ୍ତି ଦାବିରେ ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ ଯୁବ ସାମ୍ବାଦିକ ସୁଶାନ୍ତ ନାୟକ । ଏହି ଭଲି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରଜକନିକା ବ୍ଲକ...