ଯୁଦ୍ଧ ପ୍ରଭାବରେ ବିଭିନ୍ନ ରାଜ୍ୟକୁ ଘାରିଛି ଚିନ୍ତା । ସରକାର ନେଲେ ନିଷ୍ପତ୍ତି ପୁଣି ମିଳିବ କିରୋସିନି ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବେ ୫ମ ସପ୍ତାହରେ ପହଞ୍ଚିଛି । ଯେଉଁଥିପାଇଁ ବିଭିନ୍ନ ରାଜ୍ୟରେ ଶକ୍ତି ଯୋଗାଣକୁ ନେଇ ଚିନ୍ତା ଆହୁରି ଘନୀଭୂତ ହେଉଛି । ପ୍ରତ୍ୟେକ ଦିନି ଗ୍ୟାସ୍ ପେଟ୍ରୋଲ ଅଭାବର ଭିନ୍ନ...
