bharatଓଡିଶାଭାରତଵାଣିଜ୍ୟଗ୍ୟାସ ପେଟ୍ରୋଲକୁ ନେଇ ଦେଶରେ ସଙ୍କଟ ପଡିଥିବା ମଧ୍ୟରେ , ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ।mahabharatanewsMay 16, 2026May 16, 2026 by mahabharatanewsMay 16, 2026May 16, 2026085 ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଏବେ ଦେଶରେ ଗ୍ୟାସ ଓ ପେଟ୍ରୋଲର ସଙ୍କଟ ଦେଖାଯାଇଛି । ଇରାନ ସହ ଶତ୍ରୁତା କରି ଆମେରିକା ଓ ଇସ୍ରାଏଲ ଦେଇଥିବା ଯୁଦ୍ଧଂ ଦେହି ଡାକରା ପ୍ରଭାବରେ ଏବେ...
ଦେଶ ବିଦେଶବିଶ୍ୱତେଲ ସଙ୍କଟରୁ ବଞ୍ଚିବା ପାଇଁ ଲକଡାଉନ୍ ଫଣ୍ଡା ଆଉପଣାଉଛି ପାକିସ୍ତାନ ।mahabharatanewsApril 7, 2026 by mahabharatanewsApril 7, 2026052 ଯୁଦ୍ଧ ପାଇଁ ବିଶ୍ୱ ବଜାରରେ ଏବେ ତେଲର ପ୍ରାକୃତିକ ଗ୍ୟାସ୍ର ପ୍ରବଳ ଅଭାବ ଦେଖଇବାକୁ ମିଳୁଛି । ଖାସକରି ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ଅବରୋଧ କରିବା ପରଠାରୁ, ଦକ୍ଷିଣ ଏସୀୟ...
ଓଡିଶାଭାରତଯୁଦ୍ଧ ପ୍ରଭାବରେ ବିଭିନ୍ନ ରାଜ୍ୟକୁ ଘାରିଛି ଚିନ୍ତା । ସରକାର ନେଲେ ନିଷ୍ପତ୍ତି ପୁଣି ମିଳିବ କିରୋସିନି ।mahabharatanewsMarch 31, 2026 by mahabharatanewsMarch 31, 2026016 ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବେ ୫ମ ସପ୍ତାହରେ ପହଞ୍ଚିଛି । ଯେଉଁଥିପାଇଁ ବିଭିନ୍ନ ରାଜ୍ୟରେ ଶକ୍ତି ଯୋଗାଣକୁ ନେଇ ଚିନ୍ତା ଆହୁରି ଘନୀଭୂତ ହେଉଛି । ପ୍ରତ୍ୟେକ ଦିନି ଗ୍ୟାସ୍ ପେଟ୍ରୋଲ ଅଭାବର ଭିନ୍ନ...
ଓଡିଶାଦେଶ ବିଦେଶଭାରତମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ବଡ ଖବର ।mahabharatanewsMarch 29, 2026 by mahabharatanewsMarch 29, 2026033 ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଏବେ ଦେଶରେ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି । ଦେଶବ୍ୟାପୀ ଲକ୍ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ ମତ ଗ୍ରହଣ କରିଛନ୍ତି।...
ଦେଶ ବିଦେଶଖାର୍ଗ ଦ୍ୱୀପରେ ଇରାନୀ ସାମରିକ ଲକ୍ଷ୍ୟସ୍ଥଳ ଧ୍ୱଂସmahabharatanewsMarch 14, 2026 by mahabharatanewsMarch 14, 2026029 ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ସେନା ଇରାନର ଦକ୍ଷିଣ-ପଶ୍ଚିମ ଉପକୂଳରେ ଅବସ୍ଥିତ ଖାର୍ଗ ଦ୍ୱୀପରେ ଇରାନୀ ସାମରିକ ଲକ୍ଷ୍ୟସ୍ଥଳ ଗୁଡ଼ିକୁ “ଧ୍ୱଂସ” କରିଛନ୍ତି ଏବଂ ସେଠାରେ ତୈଳ ଭିତ୍ତିଭୂମି ଉପରେ ପରବର୍ତ୍ତୀ ସମୟରେ...
ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେଣି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗmahabharatanewsApril 13, 2023April 13, 2023 by mahabharatanewsApril 13, 2023April 13, 20230167 ତାଇଓ୍ଵାନ-ଚୀନ୍ ଭିତରେ ଯୁଦ୍ଧ ଆଶଙ୍କା । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ତାଇଓ୍ଵାନ ଓ ଫିଲିପାଇନ୍ସ ସୀମାରେ ଆମେରିକା ବେସ୍ କରୁଥିବାରୁ ଚିହିଙ୍କି...
ବିଶ୍ୱଭାରତରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣmahabharatanewsMarch 7, 2022 by mahabharatanewsMarch 7, 20220324 (ଦିଲ୍ଲୀ) : ରୁଷ-ୟୁକ୍ରେନ୍ ଯୁଦ୍ଧ ଏବେ ୧୨ ଦିନରେ ପହଁଞ୍ଚି ସାରିଛି। ଏହା କାରଣରୁ ପ୍ରାୟ ୧୫ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ସାରିଛନ୍ତି। ରୁଷ ପୁଣିଥରେ ୟୁକ୍ରେନ୍ର ୪ଟି ସହରରେ ସାମୟିୟକ ଅସ୍ତ୍ରବିରତିର...
ଭାରତପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ୍mahabharatanewsFebruary 24, 2022 by mahabharatanewsFebruary 24, 20220192 ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିରୋଧ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ହଟିଲାନି ଋଷ। ଏବେ ରୁଷୀୟ...