ଓଡିଶାମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀmahabharatanewsSeptember 13, 2022 by mahabharatanewsSeptember 13, 20220137 କନ୍ଧମାଳ: କିଛିଦିନର ନୀରବତା ପରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି। ସୂଚନା ଅନୁସାରେ କନ୍ଧମାଳରେ ମାଓ ପୋଷ୍ଟର ଲଗାଇ ନିଜର ସ୍ଥିତିକୁ ଜାହିର କରିଛନ୍ତି। ତୁମୁଡିବନ୍ଧ ଥାନା ତୁମୁଡିବନ୍ଧରୁ କୋଟଗଡ ମୁଖ୍ୟ...