ଓଡିଶାଭାରତରାଜନୀତିଜଗଦୀପ ଧନଖଡ଼ ଦାଖଲ କଲେ ନାମାଙ୍କନ ପତ୍ରmahabharatanewsJuly 18, 2022 by mahabharatanewsJuly 18, 20220128 ନୂଆଦିଲ୍ଲୀ : ଆଜି ନାମାଙ୍କନ ପତ୍ର ଦାଖଲ କଲେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ । ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଓ...
ଓଡିଶାରାଜ୍ୟକୁ ବିଳମ୍ୱରେ ପହଞ୍ଚିବ ମୌସୁମୀ !mahabharatanewsJune 9, 2022June 9, 2022 by mahabharatanewsJune 9, 2022June 9, 20220183 (ଭୁବନେଶ୍ୱର) : ରାଜ୍ୟକୁ ବିଳମ୍ୱରେ ପହଞ୍ଚିବ ମୌସୁମୀ । ମୌସୁମୀ ଆସିଲେ ବି କେଉଁଠି ହାଲୁକା ଆଉ କେଉଁଠି ମଧ୍ୟମ ଧରଣର ବର୍ଷା ହେବ । ଭାରୀ ବର୍ଷାର ସମ୍ଭାବନା ନାହିଁ । ୧୩ ତାରିଖରୁ...
ଓଡିଶାରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀmahabharatanewsApril 13, 2022 by mahabharatanewsApril 13, 20220231 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ବରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି...
ଭାରତଆସନ୍ତାକାଲିଠୁ ଲଗାଯିବ କରୋନା ଭ୍ୟାକସିନ୍ର ବୁଷ୍ଟର ଡୋଜ୍ mahabharatanewsApril 9, 2022 by mahabharatanewsApril 9, 20220160 (ଦିଲ୍ଲୀ) : ଦେଶରେ କରୋନା ଭାଇରସର ସଂକ୍ରମଣ ହ୍ରାସ ପାଉଛି । ସରକାରଙ୍କ ପକ୍ଷରୁ ଏବେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ କରୋନା ଭ୍ୟାକସିନ୍ର ବୁଷ୍ଟର ଡୋଜ୍ ଲଗାଇବାର ନିଷ୍ପତ୍ତି...
ଭାରତବ୍ରାଇଡାଲ୍ ଡିଜାଇନରଙ୍କୁ ଭେଟିଲେ ରଣବୀର ଓ ଆଲିୟାmahabharatanewsMarch 29, 2022 by mahabharatanewsMarch 29, 20220257 (ମୁମ୍ବାଇ) : ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟ ଆସନ୍ତା ଏପ୍ରିଲ କିମ୍ବା ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି...
ଓଡିଶାଏପ୍ରିଲ ଶେଷରେ ମାଟ୍ରିକ ପରୀକ୍ଷାmahabharatanewsMarch 11, 2022March 11, 2022 by mahabharatanewsMarch 11, 2022March 11, 20220145 ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୬ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏପ୍ରିଲ...