ଓଡିଶାଗାଁରେ ପହଞ୍ଚିଲା ମରଶରୀରmahabharatanewsDecember 16, 2019 by mahabharatanewsDecember 16, 20190416 ମହାଭାରତ, କାମାକ୍ଷାନଗର: ଜନ୍ମମାଟିରେ ପହଞ୍ଚିଲା ମୃତ ଏଅ ର ଫୋର୍ସ ଅଫିସର ଧନେଶ୍ୱର ସାହୁଙ୍କ ମର ଶରୀର । ସେ ଜୁନିଅର ୱାରଣ୍ଟ ଅଫିସର ଭାବେ କାର୍ୟ୍ୟ ତୁଲାଉ ଥିଲେ । ଗତ ଡିସେମ୍ଭର ୧...
ଓଡିଶାଗୁଳିମାଡରେ ଔଷଧ ଦୋକାନୀ ମୃତ, ଡାକ୍ତର ଗୁରୁତରmahabharatanewsDecember 16, 2019 by mahabharatanewsDecember 16, 20190371 (ମହାଭାରତ, ଖୋର୍ଦ୍ଧା): ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକରେ ଗୁଳିମାଡ ହୋଇଥିଲା । ଏଥିରେ ଗୁରୁତର ହୋଇଥିବା ଜଣେ ଔଷଧ ଦୋକାନୀଙ୍କର ମୃତ୍ୟୁ ହୋଇଛି । ଗୁଳିମାଡରେ ଗୁରୁତର ହୋଇଥିବା ଡାକ୍ତରଙ୍କର ଭୁନେଶ୍ୱରର ଏକ...
ଓଡିଶାମାଓ ଅଞ୍ଚଳରେ ଆଦିବାସୀଙ୍କୁ ଯବାନଙ୍କ ଶୀତବସ୍ତ୍ର ବଣ୍ଟନmahabharatanewsDecember 16, 2019December 16, 2019 by mahabharatanewsDecember 16, 2019December 16, 20190351 (ମହାଭାରତ, ମାଲକାନଗିରି): ଆଦିବାସୀ ଅଧ୍ୟୁସିତ ମାଲାକାନଗିରିର ମାଓ ପ୍ରବଣ ଅଞ୍ଚଳରେ ଯବାନମାନେ ବିଭିନ୍ନ ସମୟରେ ମହାନତାର ପରିଚୟ ଦେଇ ଆସୁଛନ୍ତି । ତେବେ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଏଠାକାର ଆଦିବାସୀମାନଙ୍କୁ...
ଓଡିଶାନିମାପଡା: ତହସିଲ ପକ୍ଷରୁ ସହାୟତା ରାଶି ଫେରାଇବାକୁ ନୋଟିସ, ହିତାଧିକାରୀ ଛାନିଆmahabharatanewsDecember 16, 2019 by mahabharatanewsDecember 16, 20190425 ଗୋପ: ବାତ୍ୟା ଫନି ପାଇଁ ପାଇଥିବା ସହୟତା ଟଙ୍କା ଫେରାଅ, ନ ହେଲେ ବନ୍ଧା ହୋଇ ଜେଲ ଯିବାକୁ ପଡିବ, ଏଭଳି ଚରମବାଣୀ ଶୁଣାଇବା ସହିତ ଟଙ୍କା ଫେରସ୍ତ ପାଇଁ ବାତ୍ୟା ବିପନ୍ନଙ୍କୁ ନୋଟିସ...
ଓଡିଶାପାରାଦୀପରେ ଜମୁଛି ଷ୍ଟ୍ରିଟ ଫୁଡ ଫେଷ୍ଟିଭାଲmahabharatanewsDecember 16, 2019 by mahabharatanewsDecember 16, 20190479 ପାରାଦୀପ: ଆଜିକାଲି ଲୋକଙ୍କ ରୁଚି ଚଟପଟା, ମସଲାଦାର ଫାଷ୍ଟ ଫୁଡ ପ୍ରତି ଆକୃଷ୍ଟ ହେଉଛନ୍ତି । ଗ୍ରାହକଙ୍କ ଏହି ଚାହିଦାକୁ ଦେଖି ୍ ସୁଲ୍ଲଭ ମୂଲ୍ୟରେ, ଏଭଳି ଏକ ଷ୍ଟ୍ରିଟ୍ ଫେଷ୍ଟିଭାଲର ଅ ।ୟୋଜନ...
ଓଡିଶାଅଗ୍ନିକାଣ୍ଡରେ ୩୦ରୁ ଉଦ୍ଧ୍ୱର୍ ଘର ପୋଡି ପାଉଁଶmahabharatanewsDecember 16, 2019 by mahabharatanewsDecember 16, 20190470 (ମହାଭାରତ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୦ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ସୋମବାର ସକାଳେ...
ଓଡିଶାସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀmahabharatanewsDecember 16, 2019 by mahabharatanewsDecember 16, 20190388 (ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇ ଠାରେ ଗତ ରବିବାର ଏକ ଅଘଟଣ ଘଟିଛି । ଗାଧୋଇବାକୁ ଯାଇ ସେଲଫି ନେଉଥିବା ବେଳେ ୨ ଭଉଣୀ ନଦୀରେ ଭାସି...