ଭାରତମଣିପୁର ହିଂସା: ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଇସ୍ତଫାmahabharatanewsJune 30, 2023 by mahabharatanewsJune 30, 20230151 (ମଣିପୁର) : ପ୍ରାୟ ଦୁଇ ମାସ ଧରି ପାହାଡ଼ି ରାଜ୍ୟ ମଣିପୁରରେ ଲାଗି ରହିଛି ହିଂସା । ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏହି କ୍ରମରେ ଆଜି ଇସ୍ତଫା ଦେଇ...
ଭାରତମଣିପୁର ହିଂସା : ୧୨ ଆତଙ୍କବାଦୀଙ୍କୁ ମୁକ୍ତ କଲା ସୁରକ୍ଷାବାହିନୀ mahabharatanewsJune 26, 2023June 26, 2023 by mahabharatanewsJune 26, 2023June 26, 20230112 (ମଣିପୁର) : ଥମିବାର ନାଁ ଧରୁନି । ମିଳିତ ସୁରକ୍ଷା ବାହିନୀର ବିଶାଳ ଅପରେସନ ଦ୍ବାରା ଗିରଫ ହୋଇଥିବା ୧୨ ଆତଙ୍କବାଦୀଙ୍କୁ ଛାଡ଼ି ଦେବା ପାଇଁ ଉକ୍ତ ମହିଳା ଆନ୍ଦୋଳନକାରୀମାନେ ସୁରକ୍ଷା ବାହିନୀକୁ ଘେରିଯାଇ...
ଭାରତଥମୁନି ମଣିପୁର ହିଂସା: ପୋଡିଦେଲେ ମନ୍ତ୍ରୀଙ୍କ ଗୋଦାମ mahabharatanewsJune 24, 2023 by mahabharatanewsJune 24, 20230134 (ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସାକାଣ୍ଡ । ଉତ୍ତ୍ୟକ୍ତ ଜନତା ପୂର୍ବ ଇମ୍ଫାଲ୍ ଜିଲ୍ଲା ଅନ୍ତର୍ଗତ ଚିଙ୍ଗାରେଲ୍ରେ ମଣିପୁର ଖାଉଟି ଓ ଖାଦ୍ୟ ବ୍ୟାପାର ମନ୍ତ୍ରୀ ଏଲ୍. ସୁସିନ୍ଦ୍ରୋଙ୍କ ଗୋଟାଏ ବ୍ୟକ୍ତିଗତ...
ଭାରତମଣିପୁର ହିଂସା: ଲଗାତାର ବିସ୍ଫୋରଣ ସହ ଗୁଳିମାଡ଼mahabharatanewsJune 23, 2023 by mahabharatanewsJune 23, 20230152 (ମଣିପୁର) : ଥମିବାର ନାଁ ଧରୁନି ମଣିପୁରରେ ହିଂସା । ବୁଧବାର ବିଳମ୍ବିତ ରାତିରେ ମଣିପୁରର ବିଭିନ୍ନ ଜିଲ୍ଲାରେ ବିସ୍ଫୋରଣ ଓ ଗୁଳିମାଡ଼ ହୋଇଛି। ବିଷ୍ଣୁପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ ହୋଇଛି। ବୋମାଟିକୁ ପାର୍କିଂ...
ଭାରତଥମୁନି ମଣିପୁର ହିଂସା : ଉଗ୍ରପନ୍ଥୀ ସଂଗଠନର ୪ ସଦସ୍ୟ ଗିରଫmahabharatanewsJune 21, 2023 by mahabharatanewsJune 21, 20230117 (ମଣିପୁର) : ଦିନକୁ ଦିନ ହିଂସାଗ୍ରସ୍ତ ହୋଇପଡୁଛି । ମଣିପୁରରେ ବିସ୍ଫୋରକ ସ୍ଥିତି ଲାଗି ରହିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୟୁଏନ୍ଏଲ୍ଏଫ୍ର ୪ ଜଣ ସଦସ୍ୟଙ୍କୁ ଆଜି ଗିରଫ କରାଯାଇଛି ।ସେମାନଙ୍କଠାରୁ ଅନେକ ମୋର୍ଟାର ଓ...
ଭାରତମଣିପୁର ହିଂସା : ଏସବୁ ବନ୍ଦ କର ନଚେତ୍ ପରିଣାମ ଭୟାନକ ହେବmahabharatanewsJune 20, 2023 by mahabharatanewsJune 20, 20230164 (ମଣିପୁର) : ଦିନକୁ ଦିନ ମଣିପୁରରେ ହିଂସା ଥମିବାର ନାଁ ନେଉନି । ଗତକାଲି ବିଳମ୍ବିତ ରାତିରେ ଇମ୍ଫାଲ ପଶ୍ଚିମରେ ଚିଙ୍ଗମାଙ୍ଗ ଗ୍ରାମରେ ଜଣେ ସେନା ଯବାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। କିଛି ଅସ୍ତ୍ରଧାରୀ...
ଭାରତଥମୁନି ମଣିପୁର ହିଂସା: କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଲଗାଇଲେ ନିଆଁmahabharatanewsJune 16, 2023 by mahabharatanewsJune 16, 20230143 (ମଣିପୁର) : ମଣିପୁରରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ବିକ୍ଷୋଭକାରୀମାନେ କେନ୍ଦ୍ର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ରାତିରେ ଇମ୍ଫାଲର କୋନବାରେ ଅବସ୍ଥିତ ଆର.କେ ରଂଜନ ସିଂହଙ୍କ...
ଭାରତଥମୁନି ମଣିପୁର ହିଂସା : ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ମୃତ mahabharatanewsJune 15, 2023 by mahabharatanewsJune 15, 20230102 (ମଣିପୁର) : ଦିନକୁ ଦିନ ମଣିପୁର ହିଂସା ଥମିବାର ନାଁ ଧରୁନି । ପୁଣି ଅଣାୟତ୍ତ ହୋଇଛି ମଣିପୁର। ଗତରାତିରେ ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ...
ଭାରତଥମୁନି ମଣିପୁର ହିଂସା : ୨୯ଟି ଅଟୋମେଟିକ୍ ଅସ୍ତ୍ର ଜବତmahabharatanewsJune 8, 2023 by mahabharatanewsJune 8, 20230117 (ମଣିପୁର) : ଥମିବାର ନାଁ ନେଉନି ମଣିପୁର ହିଂସାକାଣ୍ଡ । ରାଜ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ସମୟରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ୨୯...
ଭାରତଥମୁନି ମଣିପୁର ହିଂସା : ରାଜପଥ-୨ରେ ବଡ଼ ଧରଣର ଅବରୋଧ mahabharatanewsJune 5, 2023 by mahabharatanewsJune 5, 20230141 (ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଛି।ଫଳରେ...