ଓଡିଶାରାଜ୍ୟ ବାହାରକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସmahabharatanewsMarch 29, 2022 by mahabharatanewsMarch 29, 20220209 ମୁନିଗୁଡା– ଚୋରା ଚାଲାଣ ବେଳେ ଧରାପଡିଲା ୬୬କେଜି ଗଞ୍ଜେଇ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ରାତି ପାଟ୍ରୋଲିଂ ବେଳେ ଏକ ସ୍ଵିପ୍ଟ କାର୍ରୁ ପୋଲିସ ଏହି ଗଞ୍ଜେଇ ଜବତ...