ଓଡିଶାନବରଙ୍ଗପୁର ସହିଦ ଯବାନଙ୍କୁ ପୁଷ୍ପମାଲ୍ୟା ଅର୍ପଣmahabharatanewsOctober 22, 2022 by mahabharatanewsOctober 22, 20220143 ନବରଙ୍ଗପୁର- ଟୁକୁନା ଖୁରା -ଆଜି ନବରଙ୍ଗପୁର ଠାରେ ପୋଲିସ ବିଭାଗ ଦ୍ୱାରା ୬୩ ତମ ପୋଲିସ ଦିବସ ପାଳନ କରାଯାଇଛି ।ମୁଖ୍ୟ ଅତିଥି ନବରଙ୍ଗପୁର ଏସପି ସୁଶ୍ରୀ ଯୋଗଦେଇଥିଲେ ।୧୯୫୯ ମସିହାରେ ଯେଉଁ ସିଆରପିଏଫ...